34 ଆରି ଜନ୍ ଲକ୍ମନର୍ଟାନେଅନି ତମର୍ ମିଲାଇବାର୍ ଆସା ରଇସି, ଜଦି ସେମନ୍କେସେ ଉଦାର୍ ଦେଇସା ବଇଲେ, ତମେ କାଇ ଆସିର୍ବାଦ୍ ପାଇସା ? ପାପିମନ୍ ମିସା ସମାନ୍ ଇସାବେ ବାନ୍ଦ୍ଲାଟା ମିଲବଲି, ରୁନ୍ ଦେବାଇ ।
କେ ଜଦି ତମ୍କେ କାଇଆଲେ ଜିନିସ୍ ମାଙ୍ଗ୍ସି ବଇଲେ, ମନା ନ କରି ତାକେ ଦିଆସ୍ । କେ ମିସା କାଇଆଲେ ଉଦାର୍ ମାଙ୍ଗ୍ଲେ ତାକେ ଦିଆସ୍ ।”
ଜଦି ଜନ୍ ଲକ୍ମନ୍ ତମର୍ ମଙ୍ଗଲ୍ କଲାଇନି, ସେମନ୍କେସେ ମଙ୍ଗଲ୍ କର୍ସା ବଇଲେ, କାଇ ଆସିର୍ବାଦ୍ ପାଇସା ? କାଇକେବଇଲେ ପାପିମନ୍ ମିସା ସେନ୍ତାରି କର୍ବାଇ ।
ମାତର୍ ତମର୍ ସତ୍ରୁମନ୍କେ ଆଲାଦ୍ କରା । ଆରି ସେମନର୍ ମଙ୍ଗଲ୍ କରା । ରୁନ୍ ବାନ୍ଦ ବଲି ଆସା ନ କରି, ରୁନ୍ ଦିଆସ୍ । ସେନ୍ତାର୍କଲେ ତମର୍ ପୁରୁସ୍କାର୍ ଅଦିକ୍ ଅଇସି । ଆରି ତମେ ପର୍ମେସରର୍ ପ ଅଇସା । କାଇକେବଇଲେ ସେ ନ ମାନ୍ବା ଲକର୍ ଆରି କରାପ୍ ଲକର୍ ମିସା ଦୟାକାରିଆ ।