31 ଲକ୍ମନ୍ ତମ୍କେ ଜେନ୍ତି କରତ୍ ବଲି ମନ୍ କଲାସ୍ନି, ତମେମିସା ସେମନର୍ଟାନେ ସେନ୍ତାର୍ କରା ।”
ତାର୍ ପଚର୍ ମୁକିଅ ଆଦେସ୍ ଅଇଲାନି, ତମର୍ ଲଗର୍ ପାକର୍ ଗରର୍ ଲକ୍ମନ୍କେ ନିଜ୍କେ ଆଲାଦ୍ କଲା ପାରା ଆଲାଦ୍ କରା ।
“ତମର୍ ପାଇ ବିନ୍ ଲକ୍ମନ୍ ଜାଇଟା କରତ୍ ବଲି ମନ୍ କଲାସ୍ନି, ସେନ୍ତାରି ତମେ ବିନ୍ ଲକର୍ ପାଇ କରା । ଏଟା ଅଇଲାନି ମସା ଦେଇରଇବା ନିୟମ୍ ଆରି ବବିସତ୍ବକ୍ତାମନର୍ ସିକିଆର୍ ଅରତ୍ ।”
ଜେ ତମ୍କେ ମାଙ୍ଗ୍ସି, ତାକେ ଦିଆସ୍ । ଆରି ଜେ ତମର୍ ଦନ୍ ସଁମ୍ପତି ଉଦାର୍ ନେଇସି, ତାର୍ଟାନେଅନି ସେଟା ଆରିତରେକ୍ ମାଙ୍ଗାନାଇ ।
କାଇକେ ବଇଲେ ସବୁ ନିୟମ୍ ଏ ଗଟେକ୍ ବାକିଅତେଇ ସିଦ୍ ଅଇସି, ତମେ ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍କେ ଆଲାଦ୍ କରା ।