3 ଜିସୁ ସେମନ୍କେ କଇଲା, “ଦାଉଦ୍ ଆରି ତାର୍ ସଙ୍ଗର୍ ଲକ୍ମନ୍ ବୁକେ ରଇଲାବେଲେ, ଦାଉଦ୍ କାଇଟା କରିରଇଲା, ସେଟା କାଇ ତମେ ପଡାସ୍ ନାଇ କି ?
ଜିସୁ କଇଲା, “ସାସ୍ତରେ ପଡାସ୍ ନାଇ କି ? ଆଦିପୁର୍ବେ ପର୍ମେସର୍ ନର୍ ଲକ୍କେ ମୁନୁସ୍ ଆରି ମାଇଜି କରି ତିଆର୍ କଲା ।
ସେମନ୍ ଜିସୁକେ ପାଚାର୍ଲାଇ, “ଏମନ୍ କାଇବଲି କଇଲାଇନି ତୁଇ ସୁନି ପାର୍ଲୁସ୍ନି ?” ଜିସୁ କଇଲା, “ଉଁ ସୁନ୍ଲିନି । ଦରମ୍ ସାସ୍ତରେ କାଇ ଏ କାତା ପଡାସ୍ ନାଇ କି ? ‘ତମେ ପିଲାମନ୍କେ ଆରି କଅଁଲା ପିଲାମନ୍କେ ଟିକ୍ ଇସାବେ ଆରାଦନା କର୍ବାକେ’ ସିକାଇଆଚାସ୍ ?”
ଜିସୁ ସେମନ୍କେ କଇଲା, “ଏ ସାସ୍ତରର୍ କାତା କାଇ କେବେ ତମେ ପଡାସ୍ ନାଇ କି ? “ଗର୍ବାନ୍ଦୁମନ୍ ଜନ୍ ପାକ୍ନା ଲଡାକେ ନ ଅଏ ବଲି ଚାଡିଦେଇ ରଇଲାଇ, ସେଟାସେ ଗର୍ କନର୍ ମୁକିଅ ପାକ୍ନା ଅଇଲା । ନିଜେ ମାପ୍ରୁଆକା ଏଟା କଲା ଆଚେ । ତାର୍ କାମ୍ କେତେକ୍ କାବାଅଇଜିବା କାମ୍ !”
ମଲା ଲକ୍ମନ୍ ଆରି ତରେକ୍ ଉଟ୍ବା ବିସଇ, ପରମେସର୍ ଜନ୍ଟା କଇଲା ଆଚେ, ତମେ କାଇ ସାସ୍ତରେ କେବେ ପଡାସ୍ ନାଇ କି ?
ଜିସୁ ଚାଲିସ୍ ଦିନ୍ ଚାଲିସ୍ ରାତି ଉପାସ୍ ରଇକରି ବିତାଇଲା ପଚେ, ତାକେ ବେସି ବୁକ୍ କଲା ।
“ଗର୍ ବାନ୍ଦ୍ବା ଲକ୍ମନ୍ ଜନ୍ ପାକ୍ନା ନଏଁ ବଲି ଚାଡ୍ଲାଇ, ସେ ପାକ୍ନା ମୁକିଆ ପାକ୍ନା ଅଇଲା ବଲିକରି ତମେ ପର୍ମେସରର୍ ବଇତେଇ ପଡାସ୍ ନାଇ କି ?”
ମଲାଟାନେଅନି ଉଟ୍ବା ବିସଇ ମସା ଲେକ୍ଲା ବଇଟାନେ ପଡାସ୍ ନାଇ କି ? ପର୍ମେସର୍ ଜଇଲାଗ୍ବା ବୁଟାଇ ମସାକେ ଦେକାଇରଇଲାଜେ, ‘ମୁଇ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ପର୍ମେସର୍ ।’ ବଲି କଇଲାଟା, ଲେକା ଅଇଲାଆଚେ । ମାତର୍ ଏ ଲକ୍ମନ୍ ସବୁ ମରିଗାଲାଇ ଆଚତ୍ ।