29 ଜେ ତମ୍କେ ଗଟେକ୍ ଗାଲେ ଚାପଡ୍ ମାର୍ସି, ତାକେ ଆରିଗଟେକ୍ ଗାଲ୍ ମିସା ଦେକାଇଦିଆସ୍ । ଜେ ତମର୍ ଚାଦର୍ ଦାରିଜାଇସି, ତାକେ ତମର୍ ପିନ୍ଦ୍ଲାଟା ନେବାକେ ମିସା ମନା କରାନାଇ ।
ତାର୍ ପଚେ ସେମନ୍ ଜିସୁର୍ ମୁଏଁ ତୁକ୍ଲାଇ ଆରି ମାର୍ଲାଇ । କେତେ ଲକ୍ ତାକେ ଚାପଡ୍ ସଙ୍ଗ୍ ମାରି କଇଲାଇ,
ଆରି ତାର୍ ଆଁକି ବାନ୍ଦିକରି ତାକେ ପାଚାର୍ଲାଇ, “ତକେ କେ ମାର୍ଲା, କଅ ?”
ଜେ ତମ୍କେ ମାଙ୍ଗ୍ସି, ତାକେ ଦିଆସ୍ । ଆରି ଜେ ତମର୍ ଦନ୍ ସଁମ୍ପତି ଉଦାର୍ ନେଇସି, ତାର୍ଟାନେଅନି ସେଟା ଆରିତରେକ୍ ମାଙ୍ଗାନାଇ ।
ଜିସୁ ଏ କାତା କଇବା ବେଲେ ଜିସୁର୍ ଲଗେ ଟିଆଅଇରଇଲା ଜାଗୁଆଲ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ ଗଟେକ୍ ଚାପ୍ଡା ମାରି କଇଲା, “ତୁଇ ବଡ୍ ପୁଜାରିକେ ଏନ୍ତାରି କାତା ଅଇଲୁସ୍ନି ?”
ଏ କାତା ସୁନିକରି ଅନନିଅ ନାଉଁର୍ ବଡ୍ ପୁଜାରି ପାଉଲର୍ ଲଗେ ଟିଆଅଇରଇବା ଲକ୍ମନ୍କେ, ତାର୍ ଗାଲେ ଚାପଡ୍ ମାରା ବଲି ତିଆର୍ଲା ।
ଏବେ ଜାକ ମିସା ଆମ୍କେ ପେଟ୍ପୁର୍ତେ କାଇବାପିଇବାକେ ମିଲେନାଇ । ପିନ୍ଦ୍ବାକେ ବେସି ପୁର୍ନା ବସ୍ତର୍ ଆଚେ । ଲକ୍ମନ୍ ଆମ୍କେ ମାର୍ଲାଇନି ଆରି ରଇବାକେ ଜାଗା ନଇଲାର୍ ପାଇ ଏନେତେନେ ଅଇ ବୁଲ୍ଲୁନି ।
ତମେ ତମର୍ ତମର୍ ବିତ୍ରେ ଲାଗାଜଡା ଅଇକରି କରଟ୍ ଦୁଆର୍ ଜାକ ଗାଲାସ୍ନି । ଇତିଅନି ଜାନା ପଡ୍ଲାନିଜେ ମିସାବିଡାଟାନେ ପୁରାପୁରୁନ୍ ଆରି ଜାଇ ଆଚାସ୍ । ତମର୍ ପାଇ ଅନିଆଇ ମୁର୍ଚିକରି, କେତି ଅଇବାଟା ମୁର୍ଚିକରି ରଇଲେ ନିକ ଅଇତା ।
ତେବର୍ପାଇ ସେମନ୍ ଜଦି ତମ୍କେ ଗତିଦାଙ୍ଗ୍ଡା କରି ସଙ୍ଗଇଲେ, କି ତମର୍ ଦନ୍ ସଁପତି ନେଲେ, କି ତମ୍କେ କାଇଆଲେ ପାନ୍ଦେ ପାକାଇଲେ, କି ଆମର୍ ତଲେ ରୁଆ ବଲି କରି କଇଲେ କି ଏନ୍ତାରି କି କେ ତମର୍ ଗାଲେ ଚାପଡ୍ ମାର୍ଲେ ମିସା ତମେ ମୁର୍ଚି କରି ରଇସା ।
ଆରି ବନ୍ଦି ଗରେ ରଇବା ତମର୍ ସଙ୍ଗାରିମନ୍କେ ଦୟା ଦେକାଇଲାସ୍ । ତମର୍ଟାନେ ଜେତ୍କି ରଇଲାଟା ସେମନ୍ ମାର୍ଦାର୍ କରି ନେଲାବେଲେ, ତମେ ସାର୍ଦାସଙ୍ଗ୍ ମୁର୍ଚି ରଇଲାସ୍ । କାଇକେବଇଲେ, ତମ୍କେ ତାର୍ତେଇଅନି ନିକଟା ଆରି ନ ସାର୍ବା ଦିନ୍ ଜାକ ରଇବା ଦନ୍ସଁପତି ଆଚେ ବଲି ଜାନିରଇଲାସ୍ ।