28 ଜନ୍ ଲକ୍ମନ୍ ତମ୍କେ ସାଇପ୍ ଦେବାଇ, ସେମନ୍କେ ଆସିର୍ବାଦ୍ କରା । ଜନ୍ ଲକ୍ମନ୍ ତମ୍କେ ଇଜତ୍ ଜିକ୍ବାଇ, ସେମନର୍ପାଇ ପାର୍ତନା କରା ।
ମାତର୍ ମୁଇ ତମ୍କେ କଇଲିନି, ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ ତମ୍କେ କସ୍ଟ ଦେଲାଇନି, ତାକର୍ପାଇ ପାର୍ତନା କରା ।
ସେବେଲା ଜିସୁ କଇଲା, “ଏ ବାବା ଏମନ୍କେ କେମା କରିଦିଆସ୍, କାଇକେ ବଇଲେ ଏମନ୍ କାଇଟା କଲାଇନି ସେଟା ନାଜାନତ୍ ।” ସେମନ୍ ଜିସୁର୍ ପଚିଆ ନେଇ କାକେ ମିଲ୍ସି ବଲି କେଡ୍ ପୁଟାଇଲାଇ ।
“ମାତର୍ ତମେମନ୍ ସୁନି ଆଚାସ୍ଜେ ମୁଇ ତମ୍କେ କଇଲିନି, ତମର୍ ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ମନ୍ ତମ୍କେ ଇନ୍ କର୍ବାଇ, ସେମନର୍ ମଙ୍ଗଲ୍ କରା ।
ମାତର୍ ତମର୍ ସତ୍ରୁମନ୍କେ ଆଲାଦ୍ କରା । ଆରି ସେମନର୍ ମଙ୍ଗଲ୍ କରା । ରୁନ୍ ବାନ୍ଦ ବଲି ଆସା ନ କରି, ରୁନ୍ ଦିଆସ୍ । ସେନ୍ତାର୍କଲେ ତମର୍ ପୁରୁସ୍କାର୍ ଅଦିକ୍ ଅଇସି । ଆରି ତମେ ପର୍ମେସରର୍ ପ ଅଇସା । କାଇକେବଇଲେ ସେ ନ ମାନ୍ବା ଲକର୍ ଆରି କରାପ୍ ଲକର୍ ମିସା ଦୟାକାରିଆ ।
ତାର୍ପଚେ କେତେଟା ଜିଉଦି ନଇଲା ଲକ୍ ଆରି ଜିଉଦିମନ୍ ସେମନର୍ ନେତାମନର୍ ସଙ୍ଗ୍ ଏକ୍ଜୁଟ୍ ଅଇ ପେରିତ୍ ସିସ୍ମନ୍କେ ବେସି କାରାପ୍ ଚଲାଚଲ୍ତି କରି ସେମନର୍ ଉପ୍ରେ ପାକ୍ନା ମାରି ମରାଇଦେବାକେ ପାଁଚ୍ଲାଇ ।
ତିପାନ୍ ମାଣ୍ଡିକୁଟା ଦେଇ ଆକ୍ମାରି କଇଲା, “ମାପ୍ରୁ, ଏମନର୍ ବିରଦେ ଏ ପାପ୍ ଆରି ଏତାଆ ନାଇ କି ଡଣ୍ଡ୍ ଦିଆସ୍ନାଇ ।” ଏତ୍କି କଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।
ଜନ୍ଲକ୍ମନ୍ ତମ୍କେ ନିନ୍ଦା କର୍ବାଇ, ସେମନ୍କେ ପରମେସର୍ ଆସିର୍ବାଦ୍ କରବଲି ପାର୍ତନା କରା । ସେମନ୍କେ ଆସିର୍ବାଦ୍ କରା, ସାଇପ୍ ଦିଆସ୍ ନାଇ ।
ଆବଡ୍ କାମ୍ କରି ଆମେ ଦିନ୍କେ ଦିନ୍ ଜୁଲିସୁକି ଗାଲୁନି । କେ ଆମ୍କେ ସାଇପ୍ ଦେଲେ ତାକେ ଆମେ ଆସିର୍ବାଦ୍ କଲୁନି, ଆରି ଉଡା ସୁନିକରି ମିସା ମୁର୍ଚି କରି ରଇଲୁନି ।
ଗଟେକ୍ ଟଣ୍ଡେଅନିସେ ଦନିଅବାଦ୍ ଦେବାଟା ଆରି ସାଇପ୍ ଦେବାଟା ବାରଇସି । ମର୍ ବାଇବଇନିମନ୍, ଏନ୍ତାରି ଅଇବାଟା ଟିକ୍ ନଏଁ ।
ତମର୍ ବିରୁଦେ କେ କାରାପ୍ କାମ୍ କଲେ ତାକେ ବେର୍ଦାରି ରୁଆନାଇ । ନିନ୍ଦାକାତା କଇଲେ ଟଣ୍ଡ୍ ଲାଗାଆ ନାଇ । ତାର୍ ବାଦୁଲେ ପର୍ମେସର୍ ସେମନ୍କେ ଦୟା ଦେକାଇବାକେ ପାର୍ତନା କରା । କାଇକେବଇଲେ ସେ ତମ୍କେ ଡାକ୍ଲାବେଲେ ମୁଇ ତମ୍କେ ଆସିର୍ବାଦ୍ କର୍ବି । ବଲି କାତା ଦେଇରଇଲା ।