ଲୁକ୍ 6:25 - ସତିଅର୍ ବାଟ୍ ନୁଆ ନିୟମ୍ 202025 ଏ ଡଣ୍ଡ୍ପାଉମନ୍, ଏବେ ତମେ ନିକସଙ୍ଗ୍ କାଇଲାସ୍ନି, କାଇକେବଇଲେ, ତମେ ବୁକେସେ ରଇସା । ଏ ଡଣ୍ଡ୍ପାଉମନ୍, ତମେମନ୍ ଏବେ ଆଁସ୍ଲାସ୍ନି, କାଇକେବଇଲେ ପଚେ ଦୁକେ ରଇକରି କାନ୍ଦ୍ସା । အခန်းကိုကြည့်ပါ။ |
ଆରି ସେ ତମ୍କେ ପାଟାଇଦେବା ଜାଗାଇଅନି ଅବ୍ରାଆମ୍ ଇସାକ୍, ଜାକୁବ୍, ଆରି ପର୍ମେସରର୍ ଟାନେଅନି ଆସି ରଇଲା ବବିସତ୍ ବକ୍ତାମନ୍ ରଇବାଟା ଦେକ୍ସା । ମାତର୍ ପର୍ମେସର୍ ତାର୍ ରାଇଜେ ତମ୍କେ ଜାଗା ନ ଦେଏ । ଜେଡେବଲ୍ ଏଟା ଅଇସି, ସେ ବେଲା ସେଟା ଦେକି, ତମେ କାଇକାଇ କାରାପ୍ କାମ୍ମନ୍ କରି ରଇଲାସ୍ ସେଟା ସବୁ ଏତାଇ କରି ମାରିଚପିଅଇ କାନ୍ଦ୍ସା ଆରି ଦାତ୍ ମୁଣ୍ଡ୍ କାତ୍ରି ଅଇସା ।