18 ଲକ୍ମନ୍ ତାର୍ ବାକିଅ ସୁନ୍ବାକେ ଆରି ନିଜର୍ ନିଜର୍ ରଗେଅନି ନିକ ଅଇବାକେ ଆସିରଇଲାଇ । ଜନ୍ ଲକ୍ମନ୍ ଡୁମା ଦାରାଇଅଇ ଦୁକ୍ କସ୍ଟ ପାଇତେରଇଲାଇ, ସେମନ୍କେ ଜିସୁ ନିକ କଲା ।
ଆରି ଦେକା, ତେଇ ବାସାକରି ରଇଲା ଗଟେକ୍ କିଣାନିୟ ମାଇଜି ଜିସୁର୍ ଲଗେ ଆସି କଇଲା, “ଏ ଦାଉଦ୍ କୁଟୁମର୍ ମାପ୍ରୁ, ମକେ ଦୟାକରା । ମର୍ ଟକିକେ ଡୁମା ଦାର୍ଲା ଆଚେ ଆରି ସେ ବଡେ କସ୍ଟ ପାଇଲାନି ।”
“ମାପ୍ରୁ, ମର୍ ପିଲାକେ ଦୟା କରା । ମୁର୍ଚା ବେମାର୍ ଲାଗି କସ୍ଟ ପାଇଲାନି । ସେ ବେସି ତର୍ ଜଇତେଇ ଆରି ପାନିତେଇ ଅଦ୍ରି ଦେଲାନି ।
ଆରି ଜିସୁ ପେରିତ୍ମନର୍ ସଙ୍ଗ୍ ଉତ୍ରିକରି, ଗଟେକ୍ ସଦ୍ରମ୍ ରଇଲା ଜାଗାଇ ଟିଆଅଇଲା । ଆରି ତେଇ ତାର୍ ବେସି ସିସ୍ମନ୍, ଜିଉଦା ରାଇଜର୍ ବେସି ଲକ୍, ଜିରୁସାଲାମ୍ ଆରି ସମ୍ଦୁର୍ ପାଲି ରଇବା ସର ଆରି ସିଦନ୍ ସଅରେଅନି ବେସି ଲକ୍ମନ୍ ରୁଣ୍ଡିରଇଲାଇ ।
ସବୁଲକ୍ମନ୍ ଜିସୁକେ ଚିଇବାକେ ଚେସ୍ଟା କର୍ତେରଇଲାଇ । କାଇକେବଇଲେ ତାର୍ ଗାଗ୍ଡେଅନି ମାପ୍ରୁର୍ ବପୁ ବାରଇତେରଇଲା ଆରି ସବୁଲକ୍ମନ୍କେ ନିକ କରତେରଇଲା ।
ଜିରୁସାଲମର୍ ଚାରିବେଟ୍ତି ରଇବା ଗଡର୍ ରଗି ଆରି ଡୁମାଦାର୍ଲା ଲକ୍ମନ୍କେ ପେରିତ୍ମନର୍ ଲଗେ ଆନ୍ତେ ରଇଲାଇ । ଆରି ସେମନ୍ ସବୁ ଲକ୍ ନିମାନ୍ ଅଇତେ ରଇଲାଇ ।