6 ଆରି ଜାଲ୍ ପାକାଇଲାଇକେ, ଏଦେ ଦେକା ! ଏନ୍ତି ମାଚ୍ ଲାଗ୍ଲାଇଜେ ତାକର୍ ଜାଲ୍ ଚିରିଅଇବାର୍ ଦାର୍ଲା ।
ଡଙ୍ଗାଇ ମାଚ୍ ବର୍ତି କଲାଇଜେ ସେ ଦୁଇଟା ଡଙ୍ଗା ବୁଡ୍ଲା ପାରା ଅଇଗାଲା ।
ତେଇ ପିତରର୍ କାତା ସୁନି ବେସି ଲକ୍ ବିସ୍ବାସ୍ କଲାଇ । ଆରି ସିସ୍ମନ୍ ସେମନ୍କେ ଡୁବନ୍ ଦେଲାଇ । ସେ ଦିନେ ତିନ୍ଅଜାର୍ ଲକ୍ମନ୍ ତାକର୍ ଦଲେ ମିସ୍ଲାଇ ।
ମାତର୍ ବେସି ଲକ୍ ସେମନର୍ ସିକିଆ ସୁନିକରି ବିସ୍ବାସ୍ କଲାଇ, ଆରି ତାକର୍ ବିତ୍ରେଅନି ମୁନୁସ୍ପିଲା ସେ ଅଦିକ୍ ଅଇକରି ପାକାପାକି ପାଁଚ୍ଅଜାର୍ ଅଇଲାଇ ।
ସେଟାର୍ପାଇ ଏ ମର୍ ଆଲାଦର୍ ବାଇବଇନିମନ୍, ଡାଁଟ୍ ଅଇକରି ରୁଆ । ମାପ୍ରୁ ଜିସୁକିରିସ୍ଟର୍ ସେବା କାମ୍ ଆବଡ୍ ଅଇକରି କରା । କାଇକେବଇଲେ ତମେ ଜାନାସ୍, ତାର୍ପାଇ ଜନ୍ କାମ୍ ସବୁ କର୍ସା, ସେଟା ସବୁ ଲଡାକେ ଆଇସି ।
ସେଟାର୍ ପାଇ ଆମେ ନିକ କାମ୍ କରି ଲାଗି ରଇବୁ। କାଇକେ ବଇଲେ ନ ତାକ୍ଲେ ସେ ସମାନ୍ ବେଲାଇ ପସଲ୍ ପାଇବାର୍ ଅଇସି ।