39 ଆରି କେ ମିସା ପୁର୍ନା ମଦ୍ କାଇକରି ଏବେ ଉତ୍ରାଇଲା ମଦ୍ କାଇବାକେ ମନ୍ ନ କରତ୍, କାଇକେବଇଲେ, ସେ ବାସିଟା ଆକା ନିକ ବଲି କଇସି ।”
କେ ଜଦି ତମର୍ସଙ୍ଗ୍ ବିରଦ୍ କରି ବିଚାର୍ ଲଗେ ଦାବିକରି ତମର୍ କାମିଜ୍ ନେବାକେ ମନ୍ କର୍ସି, ତାକେ ଚାଦର୍ ମିସା ଦେଇ ପାକାଆ ।
ତେବେ ମଦ୍ ଉତ୍ରାଇଲା ଦାପ୍ରେ ନୁଆ ଗାଗ୍ରିଟାନେ ରକଇ ସଙ୍ଗଇବାର୍ଆଚେ ।
ତରେକ୍ ବିସ୍ରାମ୍ ବାରେ ଜିସୁ ତାସ୍ ରଇଲା ପଦାବାଟେ ଜିବାବେଲେ ତାର୍ ସିସ୍ମନ୍ କେଡ୍ ଚିଡାଇ ଆତେ ରମ୍ଦି କାଇତେରଇଲାଇ ।
ତାକର୍ ବିସ୍ବାସର୍ ଲାଗି ସେମନ୍ ଡାକ୍ପୁଟା ଅଇଲାଇ । ଏଲେମିସା ପର୍ମେସର୍ କାତା ଦେଇରଇବାଟା ସେମନ୍ ମିଲାଅତ୍ ନାଇ ।