37 ବେସି ଦିନର୍ ପୁର୍ନା ଗାଗ୍ରିଟାନେ କେ ମିସା ଏବେ ଉତ୍ରାଇଲା ମଦ୍ ନ ରକଅତ୍, ତେଇ ଜଦି ସେ ମଦ୍ ରକଇ ଡାବିଦେଲେ, ଗାଗ୍ରି ପୁଟିକରି ପଡାଅଇଜାଇସି ।
ଆରି, କେ ମିସା ନୁଆ ଅଙ୍ଗୁର୍ ରସ୍, ଚାମ୍ ସଙ୍ଗ୍ ତିଆର୍ ଅଇଲା ପୁର୍ନା ମୁନାଇ ବେସି ଦିନ୍ ନ ସଙ୍ଗଅତ୍, ସଙ୍ଗଇଲେ ମୁନା ପାଟିଜାଇସି ଆରି ରସ୍ ଚିଡ୍ତେ ଡାଲି ଅଇଜାଇସି । ସେଟାର୍ ପାଇ ନୁଆ ରସ୍ ନୁଆ ମୁନାଇ ସଙ୍ଗଇବାଇ । ଏନ୍ତି ସଙ୍ଗଇଲେ ମୁନା ଆରି ରସ୍ ଦୁଇଟା ଜାକ ନସ୍ଟ ନ ଅଏ ।
ଜିସୁ ସେମନ୍କେ ଆରି ଗଟେକ୍ ଉଦାଅରନ୍ ଦେଇ କଇଲା, “କେ ମିସା ପୁର୍ନା ଲୁଗା ପାଟିରଇଲାଟାନେ ନୁଆଲୁଗା ଚିରି ଚାପ୍ ନ ଦେଅତ୍, ଚାପ୍ ଦେଲେ ନୁଆଟା ମିସା ନସିଜାଇସି, ନୁଆ ଲୁଗାର୍ ଚାପ୍ ପୁର୍ନାଟାନେ ନ ମିସେ ।
ତେବେ ମଦ୍ ଉତ୍ରାଇଲା ଦାପ୍ରେ ନୁଆ ଗାଗ୍ରିଟାନେ ରକଇ ସଙ୍ଗଇବାର୍ଆଚେ ।