35 ମାତର୍ ବେଲା ଆଇସି, ଜେଡେବେଲେ ତାକର୍ଟାନେଅନି ବର୍କେ ଡାକିଦାରିଜିବାଇ, ସେଡ୍କିବେଲେ ସେମନ୍ ଉପାସ୍ କଇବାଇ ।”
ଜିସୁ ସେମନ୍କେ କଇଲା, “ବିବା ଦାଙ୍ଗ୍ଡା ଜେଡେବେଲେ ଜାକ ଦାଙ୍ଗ୍ଡାମନର୍ ସଙ୍ଗ୍ ବିବାଗରେ ରଇସି, ସେ ଦିନ୍ ଜାକ ସଙ୍ଗର୍ ଦାଙ୍ଗ୍ଡାମନ୍ ଦୁକ୍ ନ କରତ୍ । ମାତର୍ ଜେଡେବଲ୍ ବିବା ଅଇବା ଦାଙ୍ଗ୍ଡାକେ ସଙ୍ଗର୍ଦାଙ୍ଗ୍ଡାମନର୍ଟାନେଅନି ଦାରିଜିବାଇ, ସେମନ୍ ଦୁକ୍ କରି ଉପାସ୍ କର୍ବାଇ ।”
ମାତର୍ ବେଲା ଆଇସି, ଜେଡେବେଲେ ଲକ୍ମନ୍ ଆସି ତାକର୍ ଲଗେ ଅନି ବିବା ଦାଙ୍ଗ୍ଡାକେ ଦାରିଜିବାଇ, ସେଦିନେ ସେମନ୍ ଉପାସ୍ କର୍ବାଇ ।
ପଚେ ତାର୍ ସିସ୍ମନ୍କେ କଇଲା, ଏନ୍ତି ବେଲା ଆଇସି ତମେ ପର୍ମେସର୍ଟାନେଅନି ଆଇଲା ନର୍ପିଲା ମର୍ସଙ୍ଗ୍ ଗଟେକ୍ ଦିନ୍ ରଇବାକେ ବେସି ମନ୍ କର୍ସା । ମାତର୍ ସେବେଲା ମକେ ଦେକି ନାପାରାସ୍
ଜିସୁ ସେମନ୍କେ କଇଲା, “ବର୍ବାଟର୍ ଲକ୍ମନର୍ସଙ୍ଗ୍ ବର୍ ରଇଲାବେଲେ, ତମେ କାଇ ସେମନ୍କେ ଉପାସ୍ କରାଇପାରାସ୍ ? ନାଇ, ନାପାରାସ୍ ।
ଜିସୁ ସେମନ୍କେ ଆରି ଗଟେକ୍ ଉଦାଅରନ୍ ଦେଇ କଇଲା, “କେ ମିସା ପୁର୍ନା ଲୁଗା ପାଟିରଇଲାଟାନେ ନୁଆଲୁଗା ଚିରି ଚାପ୍ ନ ଦେଅତ୍, ଚାପ୍ ଦେଲେ ନୁଆଟା ମିସା ନସିଜାଇସି, ନୁଆ ଲୁଗାର୍ ଚାପ୍ ପୁର୍ନାଟାନେ ନ ମିସେ ।
ଗରିବ୍ ଲକ୍ମନ୍ ତା ସବୁବେଲେ ତମର୍ ସଙ୍ଗ୍ ରଇଲାଇନି, ମାତର୍ ମୁଇ ସବୁବେଲେ ନ ରଇ ।”
ଏ ମର୍ ପିଲାମନ୍ ମୁଇ ତମର୍ ସଙ୍ଗ୍ ଚନେକର୍ପାଇ ରଇବି । ତାର୍ ପଚେ ତମେ ମକେ କଜ୍ସା, ଆରି ମୁଇ ଜନ୍ତି ଗାଲିନି ତମେ ତେଇ ଜାଇନାପାରାସ୍ । ଏ ବିସଇ ଜିଉଦି ନେତାମନ୍କେ ଜେନ୍ତି କଇରଇଲି, ସେନ୍ତି ଏବେ ତମ୍କେ ଆରିତରେକ୍ କଇଲିନି ।
ମୁଇ ବାବାର୍ଟାନେଅନି ଏ ଦୁନିଆଇ ଆସିଆଚି, ଆରି ଏବେ ମୁଇ ଏ ଦୁନିଆ ଚାଡିକରି ବାବାର୍ ଲଗେ ବାଉଡି ଗାଲିନି ।”
ଏତ୍କି କାତା ସେମନ୍କେ କଇସାରାଇଲା ପଚେ, ସେମନ୍ ଜିସୁକେ ସର୍ଗେ ନେବାଟା ଦେକ୍ଲାଇ । ଗଟେକ୍ ଚେଲ୍କା ବାଦଲ୍ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍ ତାକେ ଦେକି ନାପାର୍ଲାଇ ।
ସବୁ ମଣ୍ଡଲିର୍ ପାର୍ଚିନ୍ମନ୍କେ ବାଚ୍ଲାଇ ଆରି ଜନ୍ ମାପ୍ରୁର୍ତେଇ ସେମନ୍ ବିସ୍ବାସ୍ କରି ରଇଲାଇ, ସେମନ୍କେ ପାର୍ତନା ଆରି ଉପାସ୍ ସଙ୍ଗ୍ ସର୍ପାଇଲାଇ ।
ପର୍ମେସର୍ ସବୁ ବିସଇ ନୁଆ କର୍ବା ବେଲା ଜାକ ସେ ସର୍ଗେ ରଇସି । ଏଟା ପର୍ମେସର୍ ପୁର୍ବେ ରଇଲା ତାର୍ ସୁକଲ୍ ବବିସତ୍ବକ୍ତାମନ୍କେ ସପତ୍ କରିରଇଲା ।
ଦୁଇ ମାଇଜି ମୁନୁସ୍ ବେଗ୍ଲିକରି ନ ରଅତ୍ । ମାତର୍ ବେଗ୍ଲିକରି ରଇବାର୍ ଆଲେ, ଦୁଇ ଲକ୍ ରାଜି ଉଆ । ଜେନ୍ତାରି କି ସେ ବେଗ୍ଲି ରଇବା ବେଲାଇ, ପାର୍ତନା କରିଅଇସି । ମାତର୍ ତାର୍ପଚେ ଆରିତରେକ୍ ଆସି ମିସାଆ । ଏନ୍ତାରିକଲେ ସଇତାନର୍ ପରିକାତେଇ ଅନି ତମେ ରକିଆ ପାଇସା । କାଇକେବଇଲେ ତମ୍କେ ମୁର୍ଚିକରି ରଇବା ବପୁ ଉନା ଆଚେ ।
ମର୍ କାମ୍ ଆବଡ୍ କାମ୍ ଆରି ମୁଇ ସବୁବେଲେ ଆବଡ୍ କାମ୍ କଲିଆଚି । ବେସି ତର୍ ରାତିଆ ସଇ ନାପାର୍ଲି, ବୁକେ ସସେ ରଇଆଚି, ବେସି ତର୍ ମକେ କାଦି କେଟେ ନାଇ, ପିନ୍ଦ୍ବାକେ ବସ୍ତର୍ ନାଇ, କି ରଇବାକେ ଗର୍ ନ ରଇଲା ।