31 ଜିସୁ ସେମନ୍କେ କଇଲା, “ଜାକେ ଦୁକାଦାରି ରଇସି, ସେସେ ଅସ କାଇସି, ଜାକେ ଦୁକା ଦାରେ ନାଇ ତାକେ ଅସ ଲଡାନାଇ ।
ସେଟା ସୁନି ଜିସୁ ସାସ୍ତର୍ ସିକାଉମନ୍କେ କଇଲା, “ ନିମାନ୍ ଲକ୍ମନର୍ପାଇ ଡାକ୍ଦରର୍ ଲଡା ନାଇ, ମାତର୍ ନିମାନ୍ ନ ରଇଲା ଲକ୍ମନ୍କେ ଲଡା ଆଚେ । ଜେ ନିଜେ ‘ମୁଇ ଦରମ୍ ଲକ୍ ।’ ବଲି ବାବିଅଇବା ଲକର୍ପାଇ ମୁଇ ଆସିନାଇ, ମାତର୍ ପାପିମନ୍କେ ପାପ୍ଟାନେଅନି ବାଉଡାଇବାକେ ଆସିଆଚି ।”
ମୁଇ ଦରମ୍ ଲକ୍ବଲି ନିଜ୍କେ ବାବ୍ବା ଲକ୍ମନର୍ ପାଇ ଆସିନାଇ, ମାତର୍ ପାପି ଲକ୍ମନ୍କେ ପାପେଅନି ମନ୍ ବାଦ୍ଲାଇବାକେ ଆଇଲିଆଚି ।”