29 ଆରି ଲେବି ଜିସୁର୍ପାଇ ନିଜର୍ ଗରେ, ଗଟେକ୍ ବଡ୍ ବଜିକଲା । ତେଇ ସିସ୍ତୁମାଙ୍ଗୁମନ୍, ଅଦିକ୍ ଲକ୍ ଆରି ବିନ୍ ବିନ୍ ଲକ୍ମନର୍ ସଙ୍ଗ୍ ସେ କାଇବାକେ ବସ୍ଲା ।
ମାତର୍ ନର୍ପିଲା ମୁଇ କାଇଲେ କି ପିଇଲେ ମକେ କାଉରାଟା ଆରି ମଦୁଆଟା ବଲି କଇଲାସ୍ନି । ସିସ୍ତୁ ମାଙ୍ଗୁମନର୍ ଆରି ପାପି ଲକ୍ମନର୍ ମଇତର୍ ବଲି କଇଲାସ୍ନି । ସେଟା ଜନ୍ଟା ଅବେ ଚାଡା, ପର୍ମେସରର୍ ବିଚାର୍ ସତ୍ ଆକା । ଏଟା ତାର୍ କାମେଅନି ଜାନାପଡ୍ସି ।”
ତେବେ, ତମ୍କେ ଆଲାଦ୍ କର୍ବା ଲକ୍କେ ଆଲାଦ୍ କଲେ, ପର୍ମେସର୍ ତମ୍କେ କାଇକେ ପୁରୁସ୍କାର୍ ଦେଇସି ? ସିସ୍ତୁ ମାଙ୍ଗ୍ବା ଲକ୍ମନ୍ ମିସା ସେନ୍ତି କର୍ବାଇ ।
ଜିସୁ ମାତିଉର୍ ଗରେ କାଇବାବେଲେ ବେସି ସିସ୍ତୁମାଙ୍ଗୁମନ୍, ଆରି ପାପି ଲକ୍ମନ୍ ତେଇ ଜିସୁ ଆରି ତାର୍ ସିସ୍ମନ୍ର୍ ସଙ୍ଗ୍ ବସି କାଇତେ ରଇଲାଇ ।
ଜିସୁ ତେଇଅନି ଉଟି ଜିବାବେଲେ ମାତିଉ ନାଉଁର୍ ଗଟେକ୍ ସିସ୍ତୁ ମାଙ୍ଗୁକେ, ତାର୍ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇ ବସିରଇଲାଟା ଦେକି କଇଲା, “ମର୍ ସଙ୍ଗ୍ ଆଉ ।” ମାତିଉ ସିସ୍ତୁମାଙ୍ଗୁମନ୍ ମାଙ୍ଗ୍ବା ଜାଗାଇଅନି ଉଟି ଜିସୁର୍ ସଙ୍ଗ୍ ଗାଲା ।
ପଚେ ଜିସୁ ଲେବିର୍ ଗରେ ଜାଇ କାଇବା ବେଲେ ବେସି ସିସ୍ତୁମାଙ୍ଗ୍ବା ଲକ୍ ଆରି ଜନ୍ ଲକ୍ମନ୍କେ ପାପି ବଲି କଇତେରଇଲାଇ, ତାର୍ ସିସ୍ମନ୍ର୍ ସଙ୍ଗ୍ ମିସି କାଇତେରଇଲାଇ । କାଇକେବଇଲେ ଏନ୍ତାରି ବେସି ଲକ୍ ତାର୍ ସଙ୍ଗ୍ ଜାଇତେ ରଇଲାଇ ।
ଦିନେକ୍ ଜିସୁ କଇବା କାତା ସୁନ୍ବାକେ ସିସ୍ତୁ ମାଙ୍ଗ୍ବା ଲକ୍ମନ୍ ଆରି ଏନ୍ତି ବେସି ପାପିଲକ୍ମନ୍ ତାର୍ ଲଗେ ଆଇତେ ରଇଲାଇ ।
ସେ ରାତି ତେଇ ଜିସୁର୍ପାଇ ଗଟେକ୍ ବଜି ଟିକ୍ କଲାଇ । ଆରି ମାର୍ତା ସେମନ୍କେ କୁଆପୁଚା କରାଇତେରଇଲା । ଲାଜାର୍ ଜିସୁର୍ ସଙ୍ଗ୍ ବଜିତେଇ ବସି ରଇଲା ।
ଜଦି ବିସ୍ବାସ୍ ନ କଲା ଗଟେକ୍ ଲକ୍ ତମ୍କେ ତାର୍ ଗରେ କାଇବାକେ ଡାକ୍ଲେ, ତମେ ଜିବାକେ ମନ୍ କର୍ସା ବଇଲେ ତେଇ ତମ୍କେ ଜାଇଟା ଦେଲେ ମିସା ସେଟା କାଇଦିଆସ୍ । ମାତର୍ ତମର୍ ବିବେକର୍ ଲାଗି ଏଟା ପୁଜାକଲାଟା କି ନାଇ ? ବଲି ପାଚାରା ନାଇ ।