25 ସେଦାପ୍ରେ ଚେରେଙ୍ଗ୍ ଦାର୍ଲା ଲକ୍ ସବୁଲକର୍ ଦେକ୍ତେ ଉଟିକରି ଜନ୍ କଟେ ସଇରଇଲା, ସେଟା ବଇ ପର୍ମେସରର୍ ମଇମା କରି କରି ତାର୍ ଗରେ ଉଟିଗାଲା ।
ଲକ୍ମନ୍ ସେଟା ଦେକି କାବା ଅଇଜାଇ ଡରିଗାଲାଇ । ମାତର୍ ନର୍ ଲକ୍କେ ଏନ୍ତାରି ଅଦିକାର୍ ଦେଲାର୍ ପାଇ ପର୍ମେସର୍କେ ଡାକ୍ପୁଟା କଲାଇ ।
ସେଦାପ୍ରେ ସେ ରଗି ଉଟି କଟ୍ ବଇକରି ସବୁ ଲକର୍ ଦେକ୍ତେ ବାରଇ ଗାଲା । ସେବେଲାଇ ସବୁଲକ୍ କାବା ଅଇ ପର୍ମେସରର୍ ମଇମା କରି କରି କଇଲାଇ, “ଆମେ ଏନ୍ତାରିଟା କେବେ ମିସା ଦେକି ନ ରଇଲୁ ।”
ଜିସୁ ସେ ମାଇଜିର୍ ଉପ୍ରେ ଆତ୍ ସଙ୍ଗଇଲା । ସେ ମାଇଜି ସେ ଦାପ୍ରେସେ ସଲକ୍ ଅଇ ପର୍ମେସର୍କେ ମଇମା କର୍ବାର୍ ଲାଗ୍ଲା ।
ସେ ଦାପ୍ରେ, ସେ କାଣା ଦେକି ପାର୍ଲା । ଆରି ପର୍ମେସର୍କେ ଦନିଅବାଦ୍ କରିକରି ଜିସୁର୍ ସଙ୍ଗ୍ ଗାଲା । ଏ ଗଟ୍ନା ଦେକ୍ଲା ସବୁ ଲକ୍ମନ୍ ପର୍ମେସରର୍ ଡାକ୍ପୁଟା କଲାଇ ।
ତେଇ ଜିସୁ ଆତ୍ ଲାମାଇ ତାକେ ଚିଇ କରି କଇଲା, “ମୁଇ ମନ୍ କଲିନି, ତୁଇ ସୁକଲ୍ ଅ ।” ଦାପ୍ରେସେ ତାର୍ ବଡ୍ ରଗ୍ ଚାଡିଗାଲା ।
ସେମନ୍ ସେ ଲକ୍କେ ଆରି ତରେକ୍ ବିତ୍ରେ ଡାକି କରି ପାଚାର୍ଲାଇ, “ପର୍ମେସର୍କେ ରାନ୍ ପାକାଇ କ । ଜିସୁ ଗଟେକ୍ ପାପି ଲକ୍ ବଲି ଆମେ ଜାନୁ ।”