2 ସେଡ୍କିବେଲେ ସେ ଗାଡ୍କଣ୍ଡି ଦୁଇଟା ଡଙ୍ଗା ରଇଲାଟା ଦେକ୍ଲା, କେଉଟ୍ମନ୍ ଡଙ୍ଗାଇଅନି ଉତ୍ରି ଜାଲ୍ ଦଇତେରଇଲାଇ ।
ଜିସୁ ଗାଲିଲି ସମ୍ଦୁର୍ ପାଲି ରଇବା ଜାଗାମନ୍କେ ବୁଲ୍ବାବେଲେ ସିମନ୍ ଜାକେ କି ପିତର୍ ବଲି କଇବାଇ, ଆରି ତାର୍ ବାଇ ଆନ୍ଦ୍ରିୟ, ଏ ଦୁଇ ଲକ୍କେ ବେଟ୍ ଅଇଲା । ଏ ଦୁଇ ବାଇ ଗାଡେ ବଇଜାଲ୍ ମାରି ମାଚ୍ ଦାର୍ତେରଇଲାଇ ।
ଜିସୁ ଆରି ତେଇଅନି କଣ୍ଡେକ୍ ଦୁର୍ ଆଗେ ଜାଇ ଜେବଦିର୍ ପଅ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ବେଟ୍ ଅଇଲା । ସେଡ୍କିବେଲେ ଏ ଦୁଇବାଇ ତାକର୍ ବାବା ସଙ୍ଗ୍ ଡଙ୍ଗାଇ ଜାଲ୍ ସାଜାଡ୍ତେ ରଇଲାଇ ।
ଜିସୁ ଗାଲିଲି ସମ୍ଦୁର୍ କଣ୍ଡିବାଟେ ଜିବା ବେଲେ ସିମନ୍ ଆରି ତାର୍ ବାଇ ଆନ୍ଦ୍ରିଅକେ ସମ୍ଦୁରେ ବଇଜାଲ୍ ପାକାଇବାଟା ଦେକ୍ଲା, ସେମନ୍ ମାଚ୍ ଦାରୁ କେଉଟ୍ମନ୍ ରଇଲାଇ ।
ପଚେ କଣ୍ଡେକ୍ ଦୁର୍ ଜାଇ ଜେବଦିର୍ ପଅମନ୍ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ଡଙ୍ଗାଇ ଜାଲ୍ ସାଜାଡ୍ବାଟା ଦେକ୍ଲା ।
ଦିନେକ୍ ଜିସୁ ଗିନେସରତ୍ ଗାଡ୍କଣ୍ଡି ଟିଆଅଇରଇଲା ବେଲେ ଲକ୍ମନ୍ ମାଣ୍ଡାଚୁଣ୍ଡା ଅଇ ପର୍ମେସରର୍ ବାକିଅ ସୁନ୍ତେରଇଲାଇ ।
ସେ ଡଙ୍ଗାମନର୍ ବିତ୍ରେଅନି ଜନ୍ଟା କେଉଟ୍ ସିମନର୍ଟା ରଇଲା, ଜିସୁ ତେଇ ଚଗିକରି “କଣ୍ଡିତେଇଅନି କଣ୍ଡେକ୍ ଦୁର୍ ପାନିତେଇ ଚାଲାଇନେ ।” ବଲି ସିମନ୍କେ କଇଲା, ଆରି ଡଙ୍ଗାଇ ବସିକରି ସିକିଆ ଦେବାର୍ ଦାର୍ଲା ।
ତାକର୍ ବିତ୍ରେଅନି ଗଟେକ୍ ଲକ୍ ଅଇଲାନି ସିମନ୍ ପିତରର୍ ବାଇ, ଆନ୍ଦ୍ରିୟ ।