19 ମାତର୍ ଚିପାଟେଲାର୍ଲାଗି, ତାକେ ବିତ୍ରେ ନେବାକେ ବାଟ୍ ମିଲେନାଇ । ଏଦେ ଦେକା ! ସେମନ୍ ରଗିକେ ଗର୍ ଉପ୍ରେ ଚଗାଇ ଚାଉନି ଉଜାଡି, କଟ୍ ମିସ୍ତେ ଲକ୍ମନର୍ ମଜାଇ ଜିସୁର୍ ମୁଆଟେ ଉତ୍ରାଇଦେଲାଇ ।
ଜନ୍ଟା ମୁଇ ତମ୍କେ ଆନ୍ଦାର୍ ବେଲାଇ କଇଲିନି ସେଟା ତମେ ଉଜ୍ଲେ କୁଆ, ଆରି ଜନ୍ଟା ଲୁଚ୍ତେ ସୁନିଆଚାସ୍ ସେଟା ଗରର୍ ଚାଉନି ଉପ୍ରେ ଟିଆଅଇ କୁଆ ।
ଜନ୍ ଲକ୍ମନ୍ ଚାଉନି ଉପ୍ରେ ରଇବାଇ, ସେମନ୍ ଗର୍ବିତ୍ରର୍ ଜିନିସ୍ ପତର୍ ନେବାକେ ତଲେ ଆସି ଚୁଚାଇ ଚୁଚାଇ ବେଲା ନ ଗଡାଅତ୍ ।
ମାତର୍ ଲକ୍ମନ୍ ଚିପାଟେଲା ଅଇରଇଲାଇକେ, ତାକେ ଜିସୁର୍ ଲଗେ ନେଇ ନାପାର୍ଲାଇ । ନାପାରିକରି, ଜିସୁ ଜନ୍ଟାନେ ରଇଲା, ତେଇର୍ ଚାନି ବଡ୍ଟା କାଣାକରି, ରଗିକେ କଟ୍ ମିସ୍ତେ ତାର୍ ମୁଆଟେ ସିଦା ଉତ୍ରାଇଦେଲାଇ ।