18 ଆରି ଏଦେ ଦେକା ! ଗଟେକ୍ ଚେରେଙ୍ଗ୍ବାତ୍ ଦାର୍ଲା ମୁନୁସ୍କେ, କେତେଲକ୍ କଟ୍ ମିସ୍ତେ ବଇଆନିକରି, ଗର୍ ବିତ୍ରେ ନେଇ ଜିସୁର୍ ମୁଆଟେ ସଙ୍ଗଉବଲି, ଚେସ୍ଟା କରତେରଇଲାଇ ।
ସିରିଆ ଦେସର୍ ଗୁଲାଇବାଟେ ତାର୍ ନାଉଁ ଜାନ୍ଲାଇ ଆରି ଲକ୍ମନ୍ ଡୁମା ଦାରିରଇବା, ମୁର୍ଚା ଅଇରଇବା, ଚେରେଙ୍ଗ୍ ଦାରି ରଇବା ଆରି ବିଆଦି ଦାରିରଇଲା ଲକ୍ମନ୍କେ ତାର୍ଲଗେ ଆନ୍ଲାଇ । ସେ ସବୁକେ ନିକ କଲା ।
ମାତର୍ ପୁର୍ତିବିର୍ ସବୁ ପାପ୍ କେମା କର୍ବାକେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମର୍ ଅଦିକାର୍ଆଚେ ।” ଏଟା ତମେ ଜେନ୍ତି ଜାନିପାରାସ୍ । ଏଟାର୍ପାଇ ଜିସୁ ଚେରେଙ୍ଗ୍ବାତ୍ ଦାର୍ଲା ରଗିକେ କଇଲା, “ମୁଇ ତକେ କଇଲିନି, ଉଟ୍ ନିଜର୍ ବିଚ୍ନା ଦାରି ଗରେ ଜା ।”
ତେଇ ଏନିୟ ନାଉଁର୍ ଗଟେକ୍ ଲକ୍କେ ସେ ବେଟ୍ ଅଇଲା, ଏନିୟକେ ଚେରେଙ୍ଗ୍ ବାତ୍ ଦାରି ଆଟ୍ ବରସ୍ ଅଇଜାଇରଇଲା । ସଇଲାଟାନେଅନି ଉଟି ନାପାର୍ତେ ରଇଲା ।