39 ତେଇ ସେ ସିମନର୍ ସାତ୍ରିର୍ ଲଗେ ଟିଆଅଇ ଜର୍କେ ଦମ୍କାଇଲା ଆରି ତାକେ ଜର୍ ଚାଡିଗାଲା । ସେଦାପ୍ରେ ସେ ଉଟିକରି ସେମନ୍କେ ସେବା କର୍ବାର୍ ଦାର୍ଲା ।
ତାର୍ ପଚେ ଜିସୁ ଆରି ତାର୍ ସିସ୍ମନ୍ ପାର୍ତନା ଗରେ ଅନି ବାରଇ ଜାକୁବ୍ ଆରି ଜଅନର୍ ସଙ୍ଗ୍ ସିମନ୍ ଆରି ଆନ୍ଦ୍ରିୟର୍ ଗରେ ଗାଲାଇ ।
ଜିସୁ ତାକେ ଦମ୍କାଇ କରି କଇଲା, “ଚୁପ୍ ର, ଆର୍ଟାନେଅନି ବାରଇ ଜା ।” ତେଇଅନି ସେ ଡୁମା ସେ ଲକ୍କେ ସବୁର୍ ମୁଆଟେ ଅଦ୍ରାଇଲା ଆରି, ତାକେ କାଇଟା ନ କରି ତାର୍ ଗାଗ୍ଡେଅନି ବାରଇ ଉଟିଗାଲା ।
ଡୁମା ଦାରିରଇବା ବେସି ଲକ୍ମନ୍ ମିସା କିର୍କିରି କରି “ତୁଇ ପର୍ମେସରର୍ ପଅ !” ବଲି ଲକର୍ ଟାନେଅନି ଚାଡି ପାଲାଇଲାଇ । ଜିସୁ ସେମନ୍କେ ଦମ୍କାଇ କରି କାତାଅଇବାକେ ମିସା ଦେଏନାଇ, କାଇକେବଇଲେ ସେମନ୍ ତାକେ କିରିସ୍ଟ ବଲି ଜାନିରଇଲାଇ ।
ତେଇ ସିସ୍ମନ୍ ଜିସୁର୍ଲଗେ ଆସି ତାକେ ଉଟାଇ କଇଲା “ଏ ଗୁରୁ, ଏ ଗୁରୁ, ଆମେ ମରିଜିବୁବେ !” ତେଇ ଜିସୁ ଉଟିକରି ପବନ୍ ଆରି ବଡ୍ ଲଅଡିକେ ଦମ୍କାଇଲା, ଆରି ସେଟା ସବୁ ଚିମ୍ରାଇଅଇ ତବିର୍ ଅଇଲା ।