31 ଜିସୁ ଗାଲିଲି ରାଇଜର୍ କପର୍ନାଉମ୍ ନାଉଁର୍ ଗଟେକ୍ ନଅରେ ଆଇଲା, ଆରି ବିସ୍ରାମ୍ବାରେ ଲକ୍ମନ୍କେ ସିକିଆ ଦେବାର୍ ଦାର୍ଲା ।
ଗଟେକ୍ ନଅରେ ଦୁକ୍ କସ୍ଟ ଦେଲେ, ତମେ ଆରି ଗଟେକ୍ ନଅରେ ଉଟି ପାଲାଆ । ମୁଇ ତମ୍କେ ସତ୍କାତା କଇଲିନି, ତମେ ଇସ୍ରାଏଲ୍ ଦେସେ ରଇବା ସବୁ ଗଡେ ବୁଲି ନ ସାର୍ତେ, ନର୍ପିଲା ମୁଇ ଆରି ତରେକ୍ ବାଉଡି ଆସିରଇବି ।
ତାର୍ ପଚେ, ସେ ନାଜରିତ୍ ଚାଡି କରି ସବ୍ଲୁନର୍ ଆରି ନପ୍ତାଲିନ୍ ନାଉଁର୍ ଜାଗା ଲଗେ ରଇବା ଗାଡ୍ କଣ୍ଡି ରଇଲା, କପରନାଉମେ ଜାଇ ବାସା କଲା ।
ଜିସୁ ଲକ୍ମନ୍କେ କଇଲା, “ତମେ ସେ ଗାଲା କାତା ଆରିତରେକ୍ କଇସା ବଲି ମୁଇ ଜାନିରଇଲି, ଏ ଅସ ଦେଉ, ନିଜେ ତୁଇ ନିକ ଅ, ଆରି କପର୍ନାଉମେ ଜାଇ ଜାଇଟା ଗଟିଆଚେ ବଲି ଆମେ ସୁନିଆଚୁ, ସେଟା ସବୁ ଏ ଜାଗାଇ, ତର୍ ନିଜର୍ ଜନମ୍ ନଅରେ ମିସା କର୍ ।”
ମାତର୍ ସେ ଗଡର୍ ବଡ୍ ଲକ୍ମନ୍ ଆରି ପର୍ମେସର୍କେ ଉପାସନା କର୍ବା ଉପର୍କେ ରଇବା ଜିଉଦି ନ ଅଇଲା ମାଇଜିମନ୍କେ ସୁତ୍ରାଇକରି, ତେଇର୍ ଜିଉଦିମନ୍, ପାଉଲ୍ ଆରି ବର୍ନବାକେ ବିରଦ୍ କଲାଇ । ସେମନ୍ ତାଉଁକେ ତାଡ୍ନା ଦେବାର୍ ଆରାମ୍ କଲାଇ । ଆରି ସେ ଜାଗାଇଅନି ବାର୍ କରିଦେଲାଇ ।
ଜିଉଦି ଆରି ଗିରିକ୍ ମନ୍ ମାପ୍ରୁକେ ଅଦିକ୍ ବିସ୍ବାସ୍ କରାଇବାକେ, ସବୁ ବିସ୍ରାମ୍ବାରେ ପାର୍ତନା ଗରେ ଆଲ୍ଚନା କର୍ତେ ରଇଲା ।