3 ତେଇ ସଇତାନ୍ ଜିସୁକେ କଇଲା, “ତୁଇ ଜଦି ପର୍ମେସରର୍ ପ, ତେବେ ଏ ପାକ୍ନା କାଦି ଅ ବଲି ଆଦେସ୍ ଦେସ୍ ।”
ସେଡ୍କିବେଲେ ସଇତାନ୍ ତାର୍ ଲଗେ ଆସି କଇଲା “ତୁଇ ଜଦି ପର୍ମେସରର୍ ପଅ, ତେବେ ଏ ପାକ୍ନାମନ୍ ‘ରୁଟି ଅଇଜା’ ବଲି ଆଦେସ୍ ଦେସ୍ ।”
ଆରି ସୁକଲ୍ ଆତ୍ମା ପରୁଆର୍ ଗାଗଡ୍ ଦାରି ଉତ୍ରି ଆସି, ଜିସୁର୍ ଉପ୍ରେ ବସ୍ଲା । ସର୍ଗେଅନି ଗଟେକ୍ ଏନ୍ତାରି ସବଦ୍ ଆଇଲା, “ତୁଇସେ ମର୍ ଆଲାଦର୍ ପିଲା, ତର୍ଟାନେ ମୁଇ ବେସି ସାର୍ଦା ଅଇଲିନି ।”
ସର୍ତେ ଦିନ୍ ସାର୍ଲା ପଚେ ସେ ବୁକ୍କେ ବାୟାଚୁରା ଅଇଗାଲା ।
ଜିସୁ ତାକେ କଇଲା, “ପର୍ମେସରର୍ ସାସ୍ତରେ ଲେକାଅଇ ଆଚେ, ମୁନୁସ୍ ଅବ୍କା କାଦି କାଇ ନ ବଁଚେ । ”