29 ଆରି ସେମନ୍ ଉଟିକରି ଜିସୁକେ ନଅରେଅନି ବାର୍କରାଇଦେଲାଇ । ତାକର୍ ନଅରର୍ ଜନ୍ ପର୍ବତ୍ ଉପ୍ରେ ତିଆର୍ ଅଇରଇଲା, ସେ ପର୍ବତର୍ ଦାରେଅନି ତଲେ ପିଙ୍ଗିଦେଉଁ ବଲି, ତାକେ ତେଇ ଦାରିଗାଲାଇ ।
ଜିଉଦିମନର୍ ପାର୍ତନା ଗରେ ଏ କାତା ସୁନି ଲକ୍ମନ୍ ବେସି ରିସାଅଇଗାଲାଇ ।
ତମେ ଅବ୍ରାଅମ୍ କୁଟୁମର୍ ଲକ୍ମନ୍ ବଲି ମୁଇ ଜାନିଆଚି, ଅଇଲେ ମିସା ତମର୍ ବିତ୍ରେଅନି କେତେ ଲକ୍ମନ୍ ମକେ ମରାଇବାକେ ଚେସ୍ଟା କଲାସ୍ନି । କାଇକେ ବଇଲେ ମର୍ ସିକିଆ ତମେ ମାନାସ୍ ନାଇ ।
ପର୍ମେସର୍ ତେଇଅନି ସୁନ୍ଲା ସତ୍ କାତା ଚାଡି ମୁଇ ଆରି ତମ୍କେ କାଇଟା କଇନାଇ । ଅଇଲେ ମିସା ତମେ ମକେ ମରାଇବାକେ ଚେସ୍ଟା କଲାସ୍ନି । ମାତର୍ ଅବ୍ରାଆମ୍ ଏନ୍ତାରି କାଇ କାମ୍ କରି ନ ରଇଲା ।
ଜିସୁ ଏ କାତା କଇବାବେଲେ ସେମନ୍ ତାକେ ମାର୍ବାକେ ପାକ୍ନା ବେଟ୍ଲାଇ, ମାତର୍ ଜିସୁ, ମନ୍ଦିରେ ଅନି ବାରଇ ଲକ୍ମନର୍ ବିତ୍ରେ ପୁରି ଉଟିଗାଲା ।
ସେଟାସେ ଜିସୁକେ ଅଇରଇଲା । କାଇକେବଇଲେ, ତାକେ ନଅରର୍ ବାଇରେ ଲକ୍ମନ୍ ମରାଇରଇଲାଇ । ଆରି ତାର୍ ବନି ଗୁଲାଇ ମୁନୁସ୍ ଜାତିର୍ ପାପ୍ ଦଇଦେଲା ।