ଲୁକ୍ 4:23 - ସତିଅର୍ ବାଟ୍ ନୁଆ ନିୟମ୍ 202023 ଜିସୁ ଲକ୍ମନ୍କେ କଇଲା, “ତମେ ସେ ଗାଲା କାତା ଆରିତରେକ୍ କଇସା ବଲି ମୁଇ ଜାନିରଇଲି, ଏ ଅସ ଦେଉ, ନିଜେ ତୁଇ ନିକ ଅ, ଆରି କପର୍ନାଉମେ ଜାଇ ଜାଇଟା ଗଟିଆଚେ ବଲି ଆମେ ସୁନିଆଚୁ, ସେଟା ସବୁ ଏ ଜାଗାଇ, ତର୍ ନିଜର୍ ଜନମ୍ ନଅରେ ମିସା କର୍ ।” အခန်းကိုကြည့်ပါ။ |
ତମେ ନିଜର୍ ଆଁକିଟାନେ ରଇବା ବଡ୍ଟା କାଚ୍ରା ନ ଦେକିକରି, ନିଜର୍ ବାଇର୍ ଆଁକି ଟାନେ ରଇବା ସାନ୍ କାଚ୍ରା ଦେକି କେନ୍ତି କଇପାରାସ୍, ଆଉ ବାଇ ତମର୍ ଆଁକିଅନି କାଚ୍ରା ବାର୍କରାଇଦେବି ? ଏ କୁଟିଆଲ୍ମନ୍, ପର୍ତୁମ୍ ନିଜର୍ ଆଁକିଅନି କାଚ୍ରା ବାର୍କରାଇପାକା, ତାର୍ପଚେ ନିଜର୍ ବାଇର୍ ଆଁକିଟାନେ ରଇବା କାଚ୍ରା ସବୁ ବାର୍କରାଇବାକେ, ନିକକରି ଦେକିପାରାସ୍ ।”