19 ଆରି ମାପ୍ରୁ ତାର୍ ଲକ୍ମନ୍କେ ରକିଆ କର୍ବା ବେଲା ଆସିଆଚେ, ବଲି ଜାନାଇବାକେ ସେ ମକେ ପାଟାଇଆଚେ ।”
“ସାନ୍ତି ପାଇବାକେ କାଇଟା ଦର୍କାର୍, ସେଟା ଜଦି ତମେ ଆଜି ଜାନିରଇତାସ୍ ଆଲେ, କେତେ ନିକ ଅଇତା ! ମାତର୍ ସେସବୁ ଏବେ ତମେ ଦେକି ନାପାର୍ଲାସ୍ନି ।
ତେବେ ପର୍ମେସରର୍ ଏ କାମେ, ଆମେ କାମ୍କରୁମନ୍ ଅଇଲୁଆଚୁ ଜେ, ତମ୍କେ ଆମେ ବାବୁଜିଆ କଲୁନି । ତମେ ତାର୍ ଜିବନ୍ ଦୁକାଇଲାଟା ମିଲାଇ ଆଚାସ୍ । ସେଟା ଚୁଚାଇ ନ ଅ ।