14 ତାର୍ପଚେ ଜିସୁ ଆତ୍ମାଇ ବପୁଅଇକରି ଗାଲିଲି ରାଇଜେ ବାଉଡିଗାଲା । ଆରି ତାର୍ କବର୍ ଗାଲିଲି ରାଇଜର୍ ଗୁଲାଇ ଗାଉଁମନ୍ ଜାନ୍ଲାଇ ।
ତାର୍ପଚେ ଡୁବନ୍ ଦେଉ ଜଅନ୍ ବନ୍ଦି ଅଇଲାଆଚେ ବଲି ଜିସୁ ସୁନିକରି ଗାଲିିଲି ଉଟି ଗାଲା ।
ଏ ଗଟ୍ନାର୍ କବର୍ ସେ ଜାଗାର୍ ଗୁଲାଇ ବାଟର୍ ଲକ୍ ସୁନ୍ଲାଇ ।
ମାତର୍ ସେମନ୍ ବାରଇ ଜାଇ ଜିସୁର୍ ଏ କରିରଇବାଟା ଗୁଲାଇ ଦେସେ ଜାନାଇଲାଇ ।
କେତେଦିନ୍ ଗାଲାପଚେ ଏରଦ୍ରାଜା ଡୁବନ୍ ଦେଉ ଜଅନ୍କେ ବନ୍ଦି ଗରେ ସଙ୍ଗଇଲା ପଚେ ଜିସୁ ଗାଲିଲି ଗାଏଁ ବାଉଡିଆସି, ପର୍ମେସରର୍ ନିମାନ୍ କବର୍ ସୁନାଇବାର୍ ଦାର୍ଲା ।
ସେଡ୍କିବେଲେ ଜିସୁର୍ କାତା ଗାଲିଲିର୍ ଚାରିବେଡ୍ତିର୍ ଗାଉଁମନ୍କେ କେଟିଗାଲା ।
ସଇତାନ୍ ସବୁ ରକାମର୍ ପରିକା ସାରାଇଲା ପଚେ, ଆରି ତରେକ୍ ବେଲା ମିଲ୍ବାଜାକ କେତେ ଦିନର୍ ପାଇ ଜିସୁକେ ଚାଡି ଉଟିଗାଲା ।
ଜିସୁର୍ ଏ କବର୍ ସେ ଜାଗାର୍ ଗୁଲାଇବାଟର୍ ଲକ୍ ଜାନ୍ଲାଇ ।
ଜିସୁ ତେଇ ଦୁଇ ଦିନ୍ ରଇଲା ପଚେ ଗାଲିଲି ରାଇଜେ ଗାଲା ।
ଡୁବନ୍ ଦେଉ ଜଅନ୍ ପାପ୍ କାମ୍ କର୍ବାଟାନେଅନି ବାଉଡ୍ବା ବିସଇ ଆରି ଡୁବନ୍ ନେବା ବିସଇ କଇଲାପଚେ, ଗାଲିଲିଅନି ଆରାମ୍ କରି ଗୁଲାଇ ଜିଉଦାର୍ ସବୁବାଟେ ଜନ୍ ଗଟ୍ନାସବୁ ଗଟ୍ଲା ଆଚେ, ସେଟା ତୁଇ ଜାନୁସ୍ ।