12 ଜିସୁ ସଇତାନ୍କେ କଇଲା, “ଏଟା ମିସା ଲେକାଆଚେ, ତୁଇ ତର୍ ମାପ୍ରୁ ନିଜର୍ ପର୍ମେସର୍କେ ପରିକା କର୍ ନାଇ ।”
ଜିସୁ ସଇତାନ୍କେ କଇଲା, “ ପର୍ମେସରର୍ ସାସ୍ତରେ ଏନ୍ତି ଲେକାଆଚେ, ତୁଇ ତର୍ ମାପ୍ରୁ ପର୍ମେସର୍କେ ପରିକା କର୍ନାଇ ।”
ସଇତାନ୍ ସବୁ ରକାମର୍ ପରିକା ସାରାଇଲା ପଚେ, ଆରି ତରେକ୍ ବେଲା ମିଲ୍ବାଜାକ କେତେ ଦିନର୍ ପାଇ ଜିସୁକେ ଚାଡି ଉଟିଗାଲା ।
ସେନ୍ତିସେ ସେମନର୍ ବିତ୍ରେ କେତେଲକ୍ ମାପ୍ରୁକେ ପରିକା କଲାଇ ଆରି ବିସ୍ ରଇବା ସାଁପ୍ ଟକାଇ ଅଇକରି ମଲାଇ । ସେନ୍ତାରି ଆମେ ମାପ୍ରୁକେ ପରିକା ନ କରୁ ।