9 ଏବେମିସା ଗଚ୍ମନର୍ ବୁନ୍ଦେ କୁରାଡି ଲାଗିଆଚେ, ତେବର୍ପାଇ ଜନ୍ ଗଚ୍ ନିମାନ୍ ପଲ୍ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗାଅଇସି ।”
ଆରି ଏବେ ମିସା ଗଚ୍ମନର୍ ବୁନ୍ଦେ ଟେଙ୍ଗିଆ ଲାଗିଆଚେ । ଜନ୍ ଗଚ୍ ନିକ ପଲ୍ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗା ଅଇସି ।
ନିକ ପଲ୍ ନ ଦାର୍ଲେ ସେ ଗଚ୍ କାଟି କରି ଜଇଟାନେ ପାକାଇଅଇସି ।
ଆରି ଜିସୁ ଏ କାତାନି କଇଲା, ଗଟେକ୍ ଲକର୍ ଅଙ୍ଗୁର୍ ବାଡେ ଗଟେକ୍ ଡୁମ୍ରି ଗଚ୍ ରପିରଇଲା । ସେ ସାଉକାର୍ ଆସି ତେଇ ପଲ୍ କଜ୍ଲା, ମାତର୍ ମିଲେନାଇ ।
ସେଟାର୍ପାଇ ସାଉକାର୍ ଅଙ୍ଗୁର୍ ବାଡର୍ ଜାଗୁଆଲ୍କେ କଇଲା, “ଦେକା, ଏଟା ତିନ୍ ବରସ୍ ଅଇଲା ମୁଇ ଆସି ଏ ଡୁମ୍ରି ଗଚେ ପଲ୍ କଜ୍ଲିନି ମାତର୍ ମିଲାଇ ନାଇ, ଏଟା କାଟି ପାକା । ଏଟା କାଇକେ ବେକାର୍ ମାଟିକେ ମିସା କାରାପ୍ କର୍ସି ?”
ତାର୍ ପଚେ ଜଦି ପଲ୍ ଦାର୍ଲେତା ନିକ, ନଇଲେ ତାକେ କାଟି ପାକାଉଁ ।”
ଜେ ମର୍ତେଇ ନ ରଏ, ତାକେ ଗଟେକ୍ ଗର୍ଣ୍ଡି କରି ପିଙ୍ଗ୍ଲା ମାଲ୍ପାରା ବାଇରେ ପିଙ୍ଗି ଦେବାଇ ଆରି ସେଟା ସୁକି ଜାଇସି । ଏନ୍ତାରି ମାଲ୍ମନ୍କେ ଟୁଲିଆଇ ଜଇତେଇ ପିଙ୍ଗି ଦେବାଇ ଆରି ସେଟା ପଡି ଜାଇସି ।
ମସାର୍ ନିୟମ୍ ନ ମାନ୍ବା ଗଟେକ୍ ଲକ୍କେ କାଇଟା ଅଇତେରଇଲା ବଲି ବାବିଦେକା । ଦୁଇ କି ତିନ୍ ଲକ୍ ତାର୍ ପାପର୍ ଲାଗି ସାକିଦେଲେ, ସେ କାଇମିସା ଦୟା ନ ପାଇକରି ମର୍ବାକେ ଆଦେସ୍ ଦେଇତେରଇଲାଇ ।
କାଇକେବଇଲେ ଆମର୍ ପର୍ମେସର୍ ସବୁକେ ପଡାଇକରି କୁରୁପ୍ନାସ୍ କର୍ବା ଜଇପାରା ଆଚେ ।