27 ଜଦା ଜଅନର୍ ପଅ, ଜଅନ୍ ରେସାର୍ ପଅ, ରେସା ଜିରୁବାବେଲର୍ ପଅ, ଜିରୁବାବେଲ୍ ସିଅଲ୍ତିଏଲର୍ ପଅ, ସଅଲ୍ତିଏଲ୍ ନେରିର୍ ପଅ,
ବାବିଲନେ ବନ୍ଦିଅଇ ସାର୍ଲା ପଚେଅନି ଜିସୁର୍ ଜନମ୍ ଜାକ ଏତ୍କି ଆନିଦାଦିମନର୍ ତାଲିକା ଆଚେ । ଜିକନିୟ ବାବିଲନେ ବାସାଅଇରଇଲା ବେଲେ, ସଲ୍ଟିଏଲ୍ ଜନମ୍ ଅଇଲା, ସଲ୍ଟିଏଲର୍ ପଅ ଜିରୁବାବେଲ୍,
ନଗୟ ମଅତର୍ ପଅ, ମଅତ୍ ମତିତିଆର୍ ପଅ, ମତିତିଆ ସମଇର୍ ପଅ, ସମୟି ଜସେକର୍ ପଅ, ଜସେକ୍ ଜଦାର୍ ପଅ,
ନେରି ମଲ୍କିର୍ ପଅ, ମଲ୍କି ଅଦିର୍ ପଅ, ଅଦି କସାମର୍ ପଅ, କସାମ୍ ଏଲୁଦାନର୍ ପଅ, ଏଲୁଦାନ୍ ଏରର୍ ପଅ,