21 ସବୁଲକ୍ ଡୁବନ୍ ନେଲା ପଚେ ଜିସୁ ମିସା ଡୁବନ୍ ନେଲା । ଆରି ପାର୍ତନା କର୍ବାବେଲେ, ଏଦେ ଦେକା ! ବାଦଲ୍ ଉଗାଡିଅଇଗାଲା,
ସେ ଏକ୍ଲାସେ ପାର୍ତନା କର୍ବାକେ ଗଟେକ୍ ଡଙ୍ଗର୍ ଉପ୍ରେ ଗାଲା ଆରି ସଞ୍ଜ୍ ଅଇବା ଜାକ ଜିସୁ ଗଟେକ୍ ଲକ୍ସେ ତେଇ ରଇଲା ।
ମାତର୍ ଜିସୁ କିନରା ଜାଗାମନ୍କେ ଜାଇ ପାର୍ତନା କର୍ତେରଇଲା ।
ତରେକ୍ ଜିସୁ ଗଟେକ୍ ଲକ୍ସେ କିନରା ଜାଗାଇ ବସି ପାର୍ତନା କର୍ବାବେଲେ ସିସ୍ମନ୍ ତାର୍ଲଗେ ଆଇଲାଇ, ଆରି ସେ ସିସ୍ମନ୍କେ ପାଚାର୍ଲା, “ମୁଇ କେ ବଲି ଲକ୍ମନ୍ କଇଲାଇନି ?”
ଜିସୁ ଆରି ତରେକ୍ କଇଲା, “ମୁଇ ତକେ ସତ୍କାତା କଇଲିନି, ସରଗ୍ ଉଗାଡି ଅଇଜାଇ ନର୍ପିଲା ମର୍ ଉପ୍ରେ, ପର୍ମେସରର୍ ଦୁତ୍ମନ୍ ଚଗି ଜିବାଟା ଆରି ଉତ୍ରି ଆଇବାଟା ତମେ ଦେକ୍ସା ।”
ଜନ୍ ଲକ୍କେ ଆମେ ବାଚ୍ବୁ, ପର୍ମେସର୍ ଜିସୁକେ ଜେନ୍ତି ଜିବନ୍ କରି ଉଟାଇଲା, ସେ ବିସଇ ଆମର୍ସଙ୍ଗ୍ ସେ ସାକି ଅଇବାର୍ଆଚେ । ଜଅନ୍ ଜିସୁକେ ଡୁବନ୍ଦେଲା ବେଲେଅନି, ପର୍ମେସର୍ ଆମର୍ଟାନେଅନି ତାକେ ସର୍ଗେ ନେବା ଜାକ, ସେ ଲକ୍ ଆମର୍ ଦଲେ ରଇବାର୍ ଆଚେ ।”