19 ମାତର୍ ସାମନ୍ତ ରାଜା ଏରଦ୍ ନିଜର୍ ବାଇର୍ ମାଇଜି ଏରଦିଆକେ ସଙ୍ଗଇଲାକେ ତାର୍ କରିରଇବା ବିନ୍ ବିନ୍ ପାପ୍କାମର୍ ବିସଇ ଜାନି ଜଅନ୍ ତାକେ ଦମ୍କାଇତେରଇଲା ।
ସେ ବେଲା ଡୁବନ୍ଦେଉ ଜଅନ୍ ବନ୍ଦିଗରେ ରଇଲା । ଜିସୁ ଜନ୍ କାମ୍ମନ୍ ସବୁ କର୍ତେ ରଇଲା, ତାର୍ କବର୍ ସୁନି ତାର୍ କେତେଟା ସିସ୍ମନ୍କେ ଜିସୁର୍ ଲଗେ ପାଟାଇଲା ।
ସେବେଲେ ଗାଲିଲି ଦେସର୍ ସାସନ୍ କାରିଆ ଏରଦ୍, ଜିସୁର୍ ବିସଇ ସୁନ୍ଲା ।
ମାତର୍ ଏରଦର୍ ଜନମ୍ ପୁର୍ତି ଦିନେ ଏରଦିଆର୍ ଟକି, ଡାକାଇରଇବା ଲକ୍ମନର୍ ମୁଆଟେ ନାଟ୍ କରିରଇଲା ।
ବଡ୍ ସାସନ୍କାରିଆ ତିବିରିଆ କାଇସର୍ ସାସନ୍ କର୍ବା ପନ୍ଦ୍ର ବରସ୍ ଅଇଲାବେଲେ, ପାନ୍ତିୟ ପିଲାତ୍ ଜିଉଦା ରାଇଜ୍ ସାସନ୍ କର୍ତେରଇଲା । ଆରି ଏରଦ୍ ଗାଲିଲିର୍ ସାସନ୍କାରିଆ ରଇଲା । ଏରଦର୍ ବାଇ ପିଲିପ୍ ଇତୁରିଆ ଆରି ତାକ୍ନିତ୍ ରାଇଜର୍ ସାମନ୍ତ୍ ରାଜା ରଇଲା । ଲୁସାନିଆ ନାଉଁର୍ ଗଟେକ୍ ଲକ୍ ଅବିଲିନି ରାଇଜର୍ ସାମନ୍ତ୍ ରାଜା ରଇଲା ।
ଜଅନ୍ ଏନ୍ତାରି କେତେକ୍ କେତେକ୍ ଉପ୍ଦେସ୍ ଦେଇକରି ଲକ୍ମନ୍କେ ମାପ୍ରୁର୍ବାଟେ ଆଇବାକେ ମନ୍ କରାଇତେରଇଲା ଆରି ମାପ୍ରୁର୍ ନିକ କାତା ସୁନାଇତେରଇଲା ଆରି ପାପ୍ କର୍ବାଟାନେଅନି ବାଅଡ୍ବାକେ ବୁଜାଇତେରଇଲା ।