10 ତେଇ ଲକ୍ମନ୍ ଜଅନ୍କେ ପାଚାର୍ଲାଇ, “ସେନ୍ତାର୍ ଆଲେ ଆମେ କାଇଟା କର୍ବୁ ?”
ସିସ୍ତୁମାଙ୍ଗୁମନ୍ ମିସା ଡୁବନ୍ ନେବାକେ ଆସି ତାକେ ପାଚାର୍ଲାଇ “ଏ ଗୁରୁ ଆମେ କାଇଟା କର୍ବୁ ?”
ସନିଅମନ୍ ମିସା ତାକେ ପାଚାର୍ବାର୍ ଦାର୍ଲାଇ, “ଆରି ଆମେ କାଇଟା କର୍ବୁ ?” ଜଅନ୍ ସେମନ୍କେ କଇଲା, “ବପୁ ଦେକାଇ କାଇଟା ମିସା ଜିକି ଆନା ନାଇ କି ନାଡାଇକରି କାର୍ ଦନ୍ସଁପତି ଆନା ନାଇ, ତମ୍କେ ଜେତ୍କି କୁଲି ମିଲ୍ଲାନି ସେତ୍କି ନେଇକରି ସାର୍ଦା ସଙ୍ଗ୍ ରୁଆ ।”
ତେବର୍ପାଇ ପାପ୍କାମ୍ ଚାଡି ନିକ କାମ୍ କରା, ଅବ୍ରାଆମ୍ତା ଆମର୍ ଆନିଦାଦି ବଲି ମନେ ମନେ ବାବାନାଇ, କାଇକେବଇଲେ ମୁଇ ତମ୍କେ କଇଲିନି, ପର୍ମେସର୍ ଏ ପାକ୍ନାମନର୍ଟାନେଅନି ମିସା ଅବ୍ରାମର୍ ପିଲାଜିଲା ଉବ୍ଜାଇ ପାର୍ସି ।
ତାର୍ ପଚେ ସେମନ୍କେ ବାଇରେ ନେଇ ପାଚାର୍ଲା, “ଆଗିଆଁମନ୍ ! ପର୍ମେସରର୍ ଡଣ୍ଡେଅନି ରକିଆ ପାଇବାକେ ମୁଇ କାଇଟା କର୍ବାର୍ ଆଚେ ?”
ଏ କାତା ପିତର୍ଟାନେଅନି ସୁନ୍ଲା ସବୁ ଲକ୍ମନ୍ ତାକର୍ ନିଜର୍ ବୁଲ୍ ଏତାଇକରି ମନ୍ ବିତ୍ରେ କିଲ୍ବିଲ୍ ଅଇଗାଲାଇ । ସେମନ୍ ପିତର୍କେ ଆରି ପେରିତ୍ମନ୍କେ ପାଚାର୍ଲାଇ, “ଏ ବାଇମନ୍ ଏନ୍ତାର୍ ବଲି କଇଲେ ଆମେ କାଇଟା କର୍ବାର୍ ଆଚେ ?”
ପିତର୍ ସେମନ୍କେ କଇଲା, “ତମେ ଗଟେକ୍ ଗଟେକ୍ ଲକ୍ ପାପେଅନି ବାଉଡିକରି ଜିସୁ କିରିସ୍ଟର୍ ନାଉଁ ଦାରି ଡୁବନ୍ ନେବାର୍ ଆଚେ, ଜେନ୍ତାରି କି ତମର୍ ପାପ୍ ସବୁ କେମା ଅଇସି ଆରି ପରମେସର୍ ତମ୍କେ ସୁକଲ୍ ଆତ୍ମା ଦେଇସି ।
ଏବେ ଉଟ୍, ନଅରେ ଜା, କାଇଟା କର୍ବାକେ ଅଇସି, ତେଇ ତକେ ଜାନାଇବି ।”