9 ସେଟାର୍ ପାଇ ସେମନ୍ ତେଇଅନି ଦାପ୍ରେ ବାଉଡି ଆସିକରି ଏଗାର୍ଟା ସିସ୍ମନ୍କେ ଆରି ତେଇ ରଇଲା ଲକ୍ମନ୍କେ ସେ ଜାଗାଇ ଅଇଲା ଗଟ୍ନା ସବୁ କଇଲାଇ ।
ସେ ମାଇଜି ତେଇଅନି ଜାଇକରି, ଦୁକ୍ଅଇ କରି କାନ୍ଦ୍ତେ ରଇଲା ଜିସୁର୍ ସିସ୍ମନ୍କେ କଇଲା,
ମଗ୍ଦଲିନି ମରିୟମ୍, ଜଆନା, ଜାକୁବର୍ ମାଆ ମରିୟମ୍ ଆରି ତାକର୍ସଙ୍ଗ୍ ରଇଲା ବିନ୍ ମାଇଜିମନ୍ ମିସା କାଇ କାଇଟା ଗଟ୍ଲା, ସେ ସବୁ ବିସଇ ପେରିତ୍ମନ୍କେ କଇଲାଇ ।
ସେଡ୍କି ବେଲେ ମାଇଜିମନ୍ ଜିସୁ ଏନ୍ତି କାତା କଇରଇଲା ବଲି ଏତାଇଲାଇ ।