8 ସେଡ୍କି ବେଲେ ମାଇଜିମନ୍ ଜିସୁ ଏନ୍ତି କାତା କଇରଇଲା ବଲି ଏତାଇଲାଇ ।
ସେଟାର୍ ପାଇ ସେମନ୍ ତେଇଅନି ଦାପ୍ରେ ବାଉଡି ଆସିକରି ଏଗାର୍ଟା ସିସ୍ମନ୍କେ ଆରି ତେଇ ରଇଲା ଲକ୍ମନ୍କେ ସେ ଜାଗାଇ ଅଇଲା ଗଟ୍ନା ସବୁ କଇଲାଇ ।
ପର୍ତୁମ୍ ପର୍ତୁମ୍ ଜିସୁର୍ ସିସ୍ମନ୍ ଏ ବିସଇ ବୁଜି ନ ରଇଲାଇ । ମାତର୍ ଜିସୁ ଜେଡେବେଲା ମଲାଟାନେଅନି ଉଟ୍ଲା ପଚେ ଏ ସବୁଜାକ ଲେକା ଏତାଇଲାଇଜେ, ସାସ୍ତରେ ତାର୍ ବିସଇସେ ଲେକା ଅଇରଇଲା । ଆରି ସେମନ୍ ତାର୍ ପାଇ ସବୁ କାମ୍ କରିରଇଲାଇ ।
ମାତର୍ ପର୍ମେସର୍ ଜନ୍ ସାଇଜକାରିଆ ସୁକଲ୍ ଆତ୍ମାକେ ମର୍ ନାଉଁ ଦାରି ତମର୍ ଲଗେ ପାଟାଇସି, ସେ ତମ୍କେ ସବୁ ବିସଇ ସିକାଇଦେଇସି ଆରି ମୁଇ ଜନ୍ ଜନ୍ କାତା କଇଲିଆଚି ସେଟା ସବୁ ତମ୍କେ ଏତାଇ ଦେଇସି ।