7 ନର୍ପିଲା ପାପି ଲକ୍ମନର୍ ଆତେ ସର୍ପାଇ ଅଇସି ଆରି ସେମନ୍ ତାକେ କୁର୍ସେ କୁଟିମାରି ମରାଇ ଦେବାଇ । ମାତର୍ ତିନ୍ଦିନ୍ ଗାଲାପଚେ ସେ ଆରି ତରେକ୍ ଜିବନ୍ ଅଇ ଉଟ୍ସି ।”
ସେବେଲେଅନି ଜିସୁ ସିସ୍ମନ୍କେ ବୁଜ୍ଲାପାରା କଇବାର୍ ଦାର୍ଲା, “ମୁଇ ଜିରୁସାଲାମ୍ ଜାଇ ଦରମ୍ଗୁରୁମନ୍, ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନର୍ଟାନେ ବେସି କସ୍ଟ ପାଇବି । ସାରାସାରି ମକେ ମରାଇବାଇ, ମାତର୍ ତିନ୍ ଦିନ୍ ଗାଲାପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।”
ଏ ସବୁ ଦୁକ୍କସ୍ଟ ପାଇଲା ପଚେସେ ପର୍ମେସର୍ ବାଚିପାଟାଇଲା କିରିସ୍ଟକେ ମଇମା ପାଇବାକେ ଅଇସି ।
ଆରି ସେମନ୍କେ କଇଲା, “ପର୍ମେସର୍ ବାଚି ପାଟାଇଲା କିରିସ୍ଟ ରାଜା ମୁଇ, ଏନ୍ତି ଦୁକ୍ କସ୍ଟ ପାଇକରି ମର୍ବି । ପଚେ ତିନ୍ଦିନ୍ ଗାଲେ ଆରି ତରେକ୍ ଉଟ୍ବି ବଲି ଲେକା ଅଇଲା ଆଚେ ।
ଏବେ ଆମ୍କେ ଜନ୍ମେଅନି ଜିଉଦି ଲକ୍ ବଲି ଜାନତ୍ । ପର୍ମେସରର୍ ନିୟମ୍ ନାଜାନ୍ଲା ଜିଉଦି ନଇଲା ଲକ୍ମନର୍ପାରା ନଉଁ ।