ଲୁକ୍ 24:4 - ସତିଅର୍ ବାଟ୍ ନୁଆ ନିୟମ୍ 20204 କାଇଟା ଅଇଲାବେ, ବଲି, ବାବିକରି ରଇଲାବେଲେ, ଏଦେ ଦେକା ! ବିଜ୍ଲି ପାରା ଜଗ୍ଜଗି ଜାଇତେରଇବା ଲୁଗା ପିନ୍ଦି ଦୁଇ ଲକ୍ ସେମନର୍ ମୁଆଟେ ଟିଆ ଅଇଲାଇ । အခန်းကိုကြည့်ပါ။ |
ଆମର୍ ବିସ୍ବାସ୍ଟାନେ କେ ନାଜାନ୍ଲା ପାରା ବିସଇ ଲୁଚିକରି ଆଚେ । ସେନ୍ତାରି ନଏଁ ବଲି କେ କଇନାପାରତ୍ । “ ଜିସୁକିରିସ୍ଟ ନର୍ ରୁପ୍ ଦାରି ଆଇଲା । ସେ ନିଜେ ପର୍ମେସରର୍ ପଅ ବଲି ସୁକଲ୍ ଆତ୍ମା କାତାଦେଲା ଆଚେ । ଦୁତ୍ମନ୍ ତାକେ ଦେକ୍ଲାଇ । ତାର୍ ବିସଇର୍ ସତ୍ କବର୍ ଗୁଲାଇ ରାଇଜେ ଜାନାଇଲାଇ । ସବୁ ଜାଗାର୍ କେତେକ୍ କେତକ୍ ଲକ୍ମନ୍ ତାକେ ବିସ୍ବାସ୍ କଲାଇ । ପର୍ମେସର୍ ତାକେ ସର୍ଗେ ନେଲା ।”