38 ଜିସୁ ସେମନ୍କେ କଇଲା, “ତମେ କାଇକେ ଡର୍ଲାସ୍ନି ? ଆରି ଦେକି କରି ମିସା କାଇକେ ବିସ୍ବାସ୍ କରାସ୍ ନାଇ ?
ସେମନ୍ କାଇଟା କଇତେ ରଇଲାଇ ସେଟା ଜାନି ଜିସୁ ସେମନ୍କେ କଇଲା, “ତମର୍ ଲଗେ ରୁଟି ନାଇ ବଲି କାଇକେ କୁଆବଲା ଅଇଲାସ୍ନି ? ତମର୍ ବିସ୍ବାସ୍ କେତେ ଦୁର୍ବଲ୍ ।
ମାତର୍ ସେମନ୍ ସବୁ ଲକ୍ ଏଟା ଗଟେକ୍ ବୁତ୍ ଦେକ୍ଲୁନି ବଲି ଡରିଗାଲାଇ ।
ମର୍ ଆତେ ଆରି ଗଡେ ଦେକା, ଏଟା ମୁଇ ନିଜେ । ମକେ ଚିଇକରି ଦେକା । ଏଟା ମକେ ଜେନ୍ତାରି ଆଡ୍ ଆରି ମାଉଁସ୍ ଆଚେ ସେନ୍ତି ବୁତ୍କେ ନ ରଏ ।”
ପର୍ମେସର୍ଟାନେ କାଇ ବିସଇ ମିସା ଲୁଚିକରି ନ ରଏ । ତାର୍ ଆଁକିଟାନେ ସବୁ ବିସଇ ଉଗାଡି ଅଇରଇଲାପାରା ଆଚେ । କାଇକେବଇଲେ ସେ ସବୁ ବିସଇ, ଗଟେକ୍ ନ ଚାଡିକରି, ସବୁ ଜାନେ । ଆରି ତାର୍ ଲଗେ ଆମେ ଆମର୍ ନିଜର୍ ବିସଇର୍ ଇସାବ୍ ଦେବାର୍ ଆଚେ ।