30 ଆରି ସେମନର୍ ସଙ୍ଗ୍ କାଇବାକେ ବସ୍ଲା । ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଇକରି ସେଟା ବାଙ୍ଗାଇକରି ସେମନ୍କେ ଦେଲା ।
ଜିସୁ ସବୁଲକ୍କେ ଗାଁସ୍ ଉପ୍ରେ ବସାଇବାକେ କଇଲା । ସେ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ରୁଟି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସବୁଲକ୍କେ ବାଟାକରି ଦେଲାଇ ।
ତାର୍ପଚେ ସେ ସାତ୍ଟା ରୁଟି ଆରି ମାଚ୍ ନେଇ ପର୍ମେସର୍କେ ଦନିଅବାଦ୍ ଦେଲା ଆରି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସେଟା ଲକ୍ମନ୍କେ ବାଟାକରି ଦେଲାଇ ।
ସେମନ୍ କାଇବା ବେଲେ ଜିସୁ ଗଟେକ୍ ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ସେଟା ବାଙ୍ଗାଇ ସିସ୍ମନ୍କେ ଦେଇ କଇଲା, “ଏଟା ମର୍ ଗାଗଡ୍ । ନିଆ ଆରି କାଆ ।”
ସିସ୍ମନ୍ କାଇବାକେ ବସ୍ଲାବେଲେ, ଜିସୁ ରୁଟିଦାରିକରି ପର୍ମେସର୍କେ ଜୁଆର୍କଲା ଆରି ସେଟା ବାଙ୍ଗାଇ ସେମନ୍କେ ଦେଇକରି କଇଲା, “ ନିଆ ଏଟା ମର୍ ଗାଗଡ୍ ।”
ପଚେ ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି “ରୁଟି ବାଙ୍ଗାଇ ଲକ୍ମନ୍କେ ଦିଆସ୍ ।” ବଲି ସିସ୍ମନ୍କେ ଦେଲା । ଆରି, ସେ ଦୁଇଟା ମାଚ୍ ସବୁକେ ବାଟାକରି ଦେଲା ।
ତେଇ ଜିସୁ ସେ ସବୁ ଲକ୍ମନ୍କେ ବୁଏଁ ବସ୍ବାକେ କଇଲା, ଆରି ସେ ସାତ୍ଟା ରୁଟି ଦାରିକରି ପର୍ମେସର୍କେ ଦନିଅବାଦ୍ ଦେଇ ସେଟା ସବୁ ବାଙ୍ଗାଇକରି ବାଟାକରିଦେବାକେ ତାର୍ ସିସ୍ମନ୍କେ ଦେଲା । ଆରି ସେମନ୍ ଲକ୍ମନ୍କେ ସେଟା ବାଟାକଲାଇ ।
ଆରି ରୁଟି ଦାରିକରି ପର୍ମେସର୍କେ ଦନିଅବାଦ୍ଦେଇ ବାଙ୍ଗାଇ ସେମନ୍କେ ଦେଇକରି କଇଲା, “ଏଟା ମର୍ ଗାଗଡ୍, ଜନ୍ଟା ତମର୍ ପାଇ ଦିଆଅଇଲା ଆଚେ । ମକେ ଏତାଇବା ପାଇ ଏଟା କରା ।”
ମାତର୍ ସେ ଲକ୍ମନ୍ ଜିସୁକେ ସୁତ୍ରାଇ କରି କଇଲାଇ, “ଆମର୍ ସଙ୍ଗ୍ ର, କାଇକେ ବଇଲେ ବେଲ୍ ବସିଗାଲା ଆରି ରାତି ଅଇଗାଲାନି ।” ସେଟାର୍ ପାଇ ଜିସୁ ସେମନର୍ ସଙ୍ଗ୍ ରଇବାକେ ଗର୍ବିତ୍ରେ ଗାଲା ।
ତାର୍ ପଚେ ଦୁଇଲକ୍ ଇମାୟୁ ଗାଉଁ ଆଇବା ବାଟେ କାଇକାଇଟା ଅଇରଇଲା ସେଟା ସବୁ କଇଲାଇ । ଆରି ସେମନ୍ ଜିସୁ ରୁଟି ବାଙ୍ଗାଇ କରି ଦେଲାବେଲେ କେନ୍ତି ତାକେ ଚିନି ଦେଇରଇଲାଇ ସେଟା ମିସା ସେମନ୍କେ କଇଲାଇ ।
ଆରି, ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି, ସରଗ୍ବାଟେ ମୁ କରି ଦନିଅବାଦ୍ ଦେଲା ଆରି ବାଙ୍ଗାଇକରି ସିସ୍ମନ୍କେ ବାଟାକଲା ।
ଜିସୁ ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଲା ଆରି ତେଇ ବସିରଇବା ଲକ୍ମନ୍କେ ବାଟାକରି ଦେଲା । ସେନ୍ତିସେ ମାଚ୍ ମିସା ବାଟାକରି ଦେଲା । ତେଇ ସେମନ୍କେ ପେଟ୍ ପୁର୍ତେ କାଇବାକେ ମିଲ୍ଲା ।
ସେମନ୍ ପେରିତ୍ମନ୍ ସିକାଇଲା ବିସଇ ମାନ୍ଲାଇ । ମିସିବିଡି ରଇବାକେ, ମିସିକରି କାଇବାକେ, ଆରି ପାର୍ତନା କର୍ବାକେ ।
ସବୁଦିନ୍ ପାର୍ତନା କର୍ବା ମନ୍ଦିରେ ଗଟେକ୍ ଦଲ୍ଅଇ ମିସ୍ତେରଇଲାଇ । ଗରେ ଗରେ ମିସିବିଡି କାଇତେରଇଲାଇ । ସାର୍ଦାସଙ୍ଗ୍ ରଇକରି, ମନେ କାଇଟା ନ ବାବି ଦିଆନିଆ ଅଇତେରଇଲାଇ ।
ପାଉଲ୍ ଏନ୍ତାରି କଇକରି ରୁଟି ଦାର୍ଲା ଆରି ସବୁ ଲକର୍ ମୁଆଟେ ପର୍ମେସର୍କେ ଦନିଅବାଦ୍ ଦେଇ ରୁଟି ଚିଡାଇ କାଇବାର୍ ଦାର୍ଲା ।