3 ସେଟା ଦେକି ପାଆର୍ ବିତ୍ରେ ଜାଇ ଦେକ୍ଲାଇ, ତେଇ ଜିସୁର୍ ଗାଗଡ୍ ନ ରଇଲା ।
ସିସ୍ମନ୍ ଗାଡ୍ ସେପାଟେ ଜିବାବେଲେ ରୁଟି ନେବାକେ ପାସ୍ରି ଜାଇରଇଲାଇ ।
ଆରି ପାଆରର୍ ମୁଆଟେ ରଇଲା ପାକ୍ନା ଗୁଣ୍ଡ୍ଲିରଇଲାଟା ଦେକ୍ଲାଇ ।
ମାତର୍ ତେଇ ତାର୍ ଗାଗଡ୍ ନ ରଇଲା । ସେମନ୍ କଇଲାଇ, ପାଆରେଅନି ବାଉଡ୍ଲାବେଲେ ସରଗର୍ ଦୁତ୍ମନର୍ ଦର୍ସନ୍ ପାଇରଇଲା ଆରି ସେ ଦୁତ୍ମନ୍ ଜାନାଇଲାଇଜେ, ସେ ଏବେ ଜିବନ୍ ଅଇଆଚେ ।
ସେ ରାଣ୍ଡି ମାଇଜିକେ ଦେକି ଜିସୁ ଦୁକ୍କଲା ଆରି ତାକେ କଇଲା, “ଏ ମାଆ କାନ୍ଦ୍ନାଇ ।”
“ସେଟାର୍ ପାଇ, ଜିସୁମାପ୍ରୁ ଆମର୍ ସଙ୍ଗ୍ ଗାଲାବେଲେ ଜେ ଆମର୍ ଦଲେ ସବୁବେଲେ ରଇଲା, ସେନ୍ତାରି ଗଟେକ୍ ଲକ୍କେ ବାଚ୍ବାର୍ ଆଚେ ।