23 ମାତର୍ ତେଇ ତାର୍ ଗାଗଡ୍ ନ ରଇଲା । ସେମନ୍ କଇଲାଇ, ପାଆରେଅନି ବାଉଡ୍ଲାବେଲେ ସରଗର୍ ଦୁତ୍ମନର୍ ଦର୍ସନ୍ ପାଇରଇଲା ଆରି ସେ ଦୁତ୍ମନ୍ ଜାନାଇଲାଇଜେ, ସେ ଏବେ ଜିବନ୍ ଅଇଆଚେ ।
ସେ ଇତି ନାଇ । ସେ କଇଲା ଇସାବେ ଆରି ତରେକ୍ ଉଟି ଆଚେ । ଆସି ଦେକା, ଇତି ତାର୍ ମଲା ଗାଗଡ୍ ସଙ୍ଗଇରଇଲାଇ ।”
“ଜିସୁ ମଲାତେଇଅନି ଉଟ୍ଲା ଆଚେ ଆରି ମୁଇ ତାକେ ନିଜେ ଦେକିଆଚି ।” ବଲି କଇଲା । ସିସ୍ମନ୍ ତାକେ ମୁଲ୍କେ ବିସ୍ବାସ୍ କରତ୍ ନାଇ ।
ଆମର୍ ଦଲର୍ କେତେଟା ମାଇଜିମନ୍ ଆମ୍କେ କାବାଅଇଜିବା କାତା କଇଲାଇ । ସେମନ୍ ଆଜି ସାକାଲ୍ ସାକାଲ୍ ତାର୍ ମଡ୍ ରଇବା ପାଆରେ ଗାଲାଇ ।
ଆମର୍ ସଙ୍ଗାରିମନର୍ ବିତ୍ରେଅନି ଜେ ଜେ ସେ ପାଆରେ ଜାଇ ଦେକ୍ଲାଇ ମିସା ମାଇଜିମନ୍ ଜେନ୍ତି କଇରଇଲାଇ, ସେ ସମାନ୍ ଇସାବେ ଦେକ୍ଲାଇ । ମାତର୍ ସେମନ୍ ଜିସୁକେ ଦେକତ୍ ନାଇ ।”
ସେଟା ଦେକି ପାଆର୍ ବିତ୍ରେ ଜାଇ ଦେକ୍ଲାଇ, ତେଇ ଜିସୁର୍ ଗାଗଡ୍ ନ ରଇଲା ।
ମଗ୍ଦଲିନି ମରିୟମ୍ ସିସ୍ମନର୍ ଲଗେ ବାଉଡି ଗାଲା ଆରି କଇଲା “ମୁଇ ମାପ୍ରୁକେ ଦେକ୍ଲି ଆଚି ।” ଆରି ଜିସୁ କଇଲା ସବୁ କାତା ସିସ୍ମନ୍କେ କଇଦେଲା ।