2 ଆରି ପାଆରର୍ ମୁଆଟେ ରଇଲା ପାକ୍ନା ଗୁଣ୍ଡ୍ଲିରଇଲାଟା ଦେକ୍ଲାଇ ।
ସେଡ୍କିବେଲେ ଅଟାତ୍ ଦର୍ତନି ଚୁଲ୍ବୁଲିଗାଲା । ଏଦେ ଦେକା ! ମାପ୍ରୁର୍ ଗଟେକ୍ ସରଗ୍ ଦୁତ୍ ଉତ୍ରି ଆସି, କବର୍ ମୁଆଟେ ଡାବିରଇଲା ପାକ୍ନା ଡୁଲ୍ଗୁଡାଇଦେଇ ତାର୍ ଉପ୍ରେ ବସି ରଇଲା ।
ଆଟର୍ ପର୍ତୁମ୍ ଦିନର୍ ସାକାଲେ, ମାଇଜିମନ୍ ସେମନ୍ ତିଆର୍ କରିରଇବା ବାସ୍ନା ଦିନ୍ସୁ ଆରି ବାସ୍ନା ଚିକନ୍ ଦାରି ଜିସୁର୍ ମଡ୍ ରଇଲା ପାଆରେ ଗାଲାଇ ।
ସେଟା ଦେକି ପାଆର୍ ବିତ୍ରେ ଜାଇ ଦେକ୍ଲାଇ, ତେଇ ଜିସୁର୍ ଗାଗଡ୍ ନ ରଇଲା ।
ତେଇ ଆରିତରେକ୍ ଜିସୁ ମନ୍ ବିତ୍ରେ କିଲ୍ବିଲ୍ ଅଇ ସମାଦି ଲଗେ ଗାଲା । ସମାଦିଟାନେ ଗଟେକ୍ ପାଆର୍ ଆରି ପାଆର୍ ମୁଆଟେ ଗଟେକ୍ ବଡ୍ ପାକ୍ନା ଡାବିଅଇରଇଲା ।
ତେଇ ସେମନ୍ ପାକ୍ନା ଗୁଚାଇଲାଇ । ଜିସୁ ସରଗ୍ବାଟେ ମୁ କରି କଇଲା, “ବାବା ତମେ ମର୍ ପାର୍ତନା ସୁନ୍ଲାସ୍ ବଲି ମୁଇ ତମ୍କେ ଦନିଅବାଦ୍ ଦେଲିନି ।