18 “ଗାଲା କେତେଦିନ୍ ବିତ୍ରେ ଜିରୁସାଲାମ୍ ଜନ୍ ଗଟ୍ନା ଗଟିଗାଲା ଆଚେ ? ସେଟା ନାଜାନ୍ଲାଟା ତୁଇ ଗଟେକ୍ ଲକ୍ସେ କି ?”
ସେଡିକିବେଲେ ଜିସୁ ସେମନ୍କେ କଇଲା, “ତମେ ଇଣ୍ଡି ଇଣ୍ଡି କାର୍ ବିସଇନେଇକରି ଏତେକ୍ କାତା ଅଇଲାସ୍ନି ?” ସେବେଲାଇ ସେମନ୍ ମନ୍ଦୁକ୍କରି ମୁଁ ସୁକାଇ ଟିଆଅଇଲାଇ ।
ଜିସୁ ସେମନ୍କେ ପାଚାର୍ଲା, “କାଇଟା ଅଇରଇବା ବିସଇ ତମେ କଇଲାସ୍ନି ?” ସେମନ୍, “ନାଜରିତର୍ ଜିସୁକେ ଜାଇଟା ସବୁ ଗଟ୍ଲା । ସେ ଗଟେକ୍ ବବିସତ୍ବକ୍ତା ରଇଲା । ପର୍ମେସରର୍ ମୁଆଟେ ଆରି ଲକ୍ମନର୍ଟାନେ ଗଟେକ୍ ବପୁସଙ୍ଗର୍ ଲକ୍ ରଇଲା । ତାର୍ ସବୁକାମ୍ ଆରି କାତାଇଅନି ଏ ସବୁ ଜାନାପଡ୍ତେ ରଇଲା ।
ଜିସୁର୍ କୁର୍ସ ଲଗେ ତାର୍ ଆୟା ମରିୟମ୍, ତାର୍ ଆୟାର୍ ବଇନି, କଲ୍ପାର୍ ମାଇଜି ମରିୟମ୍ ଆରି ମଗ୍ଦଲିନି ମରିୟମ୍ ଟିଆଅଇ ରଇଲାଇ ।