15 ସେମନ୍ ଏନ୍ତି କାତାବାର୍ତା ଅଇ ଆଇବାବେଲେ ଏଦେ ଦେକା ! ଜିସୁ ନିଜେ ଆସି ସେମନର୍ ସଙ୍ଗ୍ ଇଣ୍ଡ୍ବାର୍ ଦାର୍ଲା ।
ସେମନ୍ ନିଜର୍ ନିଜର୍ ବିତ୍ରେ କୁଆ ବଲା ଅଇଲାଇ, “ଆମେ ରୁଟି ଆନି ନ ରଇଲାର୍ ପାଇ ସେ ଏନ୍ତାରି କଇଲାନି ।”
କାଇକେ ବଇଲେ ଜନ୍ତି ଦୁଇ କି ତିନ୍ ଲକ୍ ରୁଣ୍ଡିକରି ମର୍ ନାଉଁ ଦାର୍ବାଇ, ତେଇ ମୁଇ ଆଚି ।”
ଜିସୁକେ କାଇକାଇଟା ଅଇରଇଲା ଆରି ସେ ସବୁ ବିସଇନେଇ ସେମନ୍ କାତାଅଇ କାତାଅଇ ଇଣ୍ଡ୍ତେ ରଇଲାଇ ।
ସେମନ୍ ତାକେ ଦେକ୍ଲାଇ, ମାତର୍ ଚିନି ନାପାର୍ଲାଇ ।
ସେ ଦୁଇଲକ୍ ଏନ୍ତି କଇବା ବେଲେ ଏଦେ ଦେକା ! ମାପ୍ରୁ ନିଜେ ସେମନର୍ ମଜାଇ ଟିଆଅଇଦେଲା । ଆରି ସେମନ୍କେ କଇଲା, “ତମ୍କେ ସାନ୍ତି ଅ ।”