ଲୁକ୍ 24:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ମାତର୍ ପିତର୍ ଅଦର୍ପଡ୍ ଅଇ ପାଲାଇ ପାଆରେ ଜାଇ ଏରି ଦେକ୍ଲା । ପାଆର୍ ବିତ୍ରେ ଏରି ଦେକ୍ଲାକେ ତେଇ ଜିସୁକେ ଗୁଡିଆଇଲା ଉଲ୍ଉଲା ପଚିଆ ଚାଡି ଆରି କାଇଟା ନ ରଇଲା । ପିତର୍ ସେ ଗଟ୍ନା ଦେକି କାବାଅଇ ଜାଇକରି, ଗରେ ବାଉଡି ଆଇଲା । အခန်းကိုကြည့်ပါ။ |