11 ମାତର୍ ପେରିତ୍ମନ୍ ମାଇଜିମନର୍ କାତା ଟଣ୍ଡେ ପାନ୍ଦି କଇଲାଇନି ବଲି ବିସ୍ବାସ୍ କରତ୍ ନାଇ ।
“ଜିସୁ ମଲାତେଇଅନି ଉଟ୍ଲା ଆଚେ ଆରି ମୁଇ ତାକେ ନିଜେ ଦେକିଆଚି ।” ବଲି କଇଲା । ସିସ୍ମନ୍ ତାକେ ମୁଲ୍କେ ବିସ୍ବାସ୍ କରତ୍ ନାଇ ।
ସେ ଦୁଇଟା ସିସ୍ମନ୍ ବାଉଡିଆସିକରି ବିନ୍ ସିସ୍ମନ୍କେ ଏ କାତା କଇଲାଇ । ଏନ୍ତି କଇଲେ ମିସା ସିସ୍ମନ୍ ତାକର୍ କାତା ବିସ୍ବାସ୍ କରତ୍ ନାଇ ।
ତାର୍ପଚେ ଏଗାର୍ଟା ସିସ୍ମନ୍ କାଇବାବେଲେ ଜିସୁ ସେମନ୍କେ ଦେକାଇଅଇଲା । ଜିସୁ ମଲାଟାନେଅନି ଉଟ୍ଲାଟା ଦେକିରଇଲା ଲକ୍ମନ୍ କଇଲା କାତା ବିସ୍ବାସ୍ ନ କରି, ସେମନର୍ ମନ୍ ଆଁଟ୍ କଲାର୍ ଲାଗି ସେମନ୍କେ ଲାଗ୍ଲା ।
ସେବେଲେ ଜିସୁ ସେମନ୍କେ କଇଲା, “ତମେ କେତେକ୍ ବକୁଆ ଲକ୍ମନ୍, ବବିସତ୍ବକ୍ତାମନ୍ କଇଲା କାତା ବିସ୍ବାସ୍ କର୍ବାକେ କାଇକେ ଜାଗ୍ରତ୍ ଉଆସ୍ ନାଇ ?
ସେଟା ଦେକି ସେମନ୍ ସାର୍ଦା ଅଇକରି କାବାଅଇ ଗାଲାଇ ମିସା ତାକେ ବିସ୍ବାସ୍ କରତ୍ ନାଇ । ସେଟାର୍ ପାଇ ଜିସୁ ସେମନ୍କେ ପାଚାର୍ଲା, “ତମର୍ ଲଗେ କାଇଟା କାଇବାଟା ଆଚେ କି ?”
ପିତର୍ ଦୁତର୍ ପଚେ ପଚେ ବନ୍ଦିଗରେ ଅନି ବାରଇ ଆଇଲା । ଦୁତ୍ ଜନ୍ଟା କର୍ତେରଇଲା, ସେଟା ସତ୍ କି ନଏଁ ବଲି ଜାନି ନାପାର୍ତେରଇଲା । “ଏଟା ଗଟେକ୍ ଦର୍ସନ୍ ଦେକ୍ଲିନି ।” ବଲି ବାବ୍ତେରଇଲା ।