6 ଏ କାତା ସୁନି ପିଲାତ୍ ଲକ୍ମନ୍କେ ପାଚାର୍ଲା, “ଏଟା ଗଟେକ୍ ଗାଲିଲି ଦେସର୍ ଲକ୍ କି ?”
ପିତର୍ ବଡ୍ ପୁଜାରିର୍ ଦୁଆର୍ ମୁଆଟେ ବସି ରଇଲା ବେଲେ ଗଟେକ୍ ବଡ୍ ପୁଜାରିର୍ ପାଇଟିକାରିଆନି ଲଗେ ଆସି କଇଲା, “ତୁଇ ମିସା ଗାଲିଲିର୍ ଜିସୁର୍ ସଙ୍ଗ୍ ରଇଲୁସ୍ କାଇକି ?”
ଗାଲିଲିଅନି କେତେ ଲକ୍ ଆସି ପାର୍ତନା ଗରେ ବଲି ଦେଇତେରଇଲାବେଲେ ପିଲାତ୍ ତାର୍ ସଇନମନ୍କେ ପାଟାଇ ଗାଲିଲିଅ ମନ୍କେ ମରାଇଲା । ତେଇ ମଲାଲକର୍ ବନି ପୁଜ୍ଲା ପସୁର୍ ବନି ସଙ୍ଗ୍ ମିସ୍ଲା । ଏ ବିସଇ କେତେଲକ୍ ଆସି ଜିସୁକେ ଜାନାଇଲାଇ ।
ମାତର୍ ସେମନ୍ ତର୍କେତର୍ ଆଉଲିଅଇ କଇଲାଇ, “ତାର୍ ସିକିଆର୍ ଲାଗି ସେ ଜିଉଦାର୍ ସବୁବାଟର୍ ଲକ୍ମନର୍ ବିତ୍ରେ କଲି ଲାଗାଇଲାନି । ସେଟା, ସେ ଗାଲିଲିତେଇ ଆରାମ୍ କରି, ଏବେ ଇତି ଜାକ ଆଇଲା ଆଚେ ।”
ପିଲାତ୍ ଜିସୁକେ ଗାଲିଲି ଦେସର୍ ଲକ୍ ବଲି ଜାନି, ତାକେ ଗାଲିଲି ଦେସ୍ ସାସନ୍ କର୍ବା ଏରଦର୍ଲଗେ ପାଟାଇ ଦେଲା । କାଇକେ ବଇଲେ, ସେ ବେଲେ ଏରଦ୍ ମିସା ଜିରୁସାଲମେ ରଇଲା ।
ତାର୍ପଚେ ଗାଲିଲି ଅନି ଜିଉଦା ନାଉଁର୍ ଆରି ଗଟେକ୍ ଲକ୍ ରମିୟମନର୍ ବିରୁଦେ ଉଟ୍ଲା । ରମିୟ ସର୍କାର ଲକ୍ମନର୍ ନାଉଁ ଲେକାଇବା ବେଲେ ଏଟା ଅଇଲା । ବେସି ଲକ୍କେ ତାର୍ ଦଲେ ମିସାଇବାକେ ସୁତ୍ରାଇଲା । ମାତର୍ ତାକେ ମିସା ମରାଇଲାଇ । ଆରି ତାର୍ ସବୁ ସିସ୍ମନ୍ ଚିନ୍ବିନ୍ ଅଇଗାଲାଇ ।