51 ମାତର୍ ଆରାମାତିଆ ଗାଉଁର୍ ସେ ଲକ୍ ବଡ୍ସବାର୍ ଗଟେକ୍ ମେମର୍ ରଇଲେ ମିସା, ସେମନର୍ ନିଆଇ ଆରି କାମ୍ ସଙ୍ଗ୍ ରାଜିଅଇ ନ ରଇଲା । ଆରି ପର୍ମେସରର୍ ରାଇଜ୍ ଜାଗ୍ତେରଇଲା ।
ସଞ୍ଜ୍ବେଲାଇ ଆରାମାତିଆ ସଅରର୍ ଜସେପ୍ ନାଉଁର୍ ଗଟେକ୍ ସାଉକାର୍ ଆସି କେଟ୍ଲା । ସେ ମିସା ଗଟେକ୍ ସିସ୍ ରଇଲା ।
ଆରାମାତିଆ ଗାଉଁର୍ ବିଚାର୍କର୍ବା ମୁକିଅ ଲକ୍ ବିତ୍ରେ ରଇଲା ଜସେପ୍ ନାଉଁର୍ ଗଟେକ୍ ଲକ୍, ପର୍ମେସର୍ ସାସନ୍ କର୍ବା ରାଇଜର୍ ବେଲା ଆସ ବଲି ଜାଗିରଇବା ଗଟେକ୍ ଲକ୍ । ବେସି ସାଆସ୍ଅଇ ପିଲାତର୍ ଲଗେ ଜାଇକରି ଜିସୁର୍ ମଲାମଡ୍ ମାଙ୍ଗ୍ଲା ।
ସେବେଲେସେ ଜିରୁସାଲାମେ ସିମିୟନ୍ ନାଉଁର୍ ଗଟେକ୍ ଦରମ୍ ଲକ୍ ରଇଲା । ସେ ମାପ୍ରୁ ଦେକ୍ବା ଇସାବେ ନିମାନ୍ ଲକ୍ । ଇସ୍ରାଏଲ୍ ଦେସେ ଉଦାର୍କାରିଆ ଆସି ସାନ୍ତି ଦେଅ ବଲି ଜାଗିରଇଲା । ଆରି ତାର୍ଟାନେ ସୁକଲ୍ ଆତ୍ମା ବାସାଅଇରଇଲା ।
ପିଲାକେ ମାପ୍ରୁର୍ଟାନେ ସର୍ପି ଦେବାବେଲେ ସେ ଦେଉଲର୍ ଡାଣ୍ଡେ କେଟି, ପର୍ମେସରର୍ ମଇମା କରିକରି ଜନ୍ ଲକ୍ମନ୍ ଜିରୁସାଲାମର୍ ମୁକ୍ତି ମିଲ ବଲି ଜାଗ୍ତେରଇଲାଇ, ସେ ଲକ୍ମନ୍କେ ପିଲାର୍ ବିସଇ କଇବାର୍ ଦାର୍ଲା ।
ଆରି ସେ ଜିସୁକେ, “ଏ ଜିସୁ, ତୁଇ ନିଜର୍ ରାଇଜେ ରାଜା ଅଇ ଆଇଲେ ମକେ ଏତାଆ ।”
ସେ ପିଲାତର୍ ଲଗେ ଜାଇ ଜିସୁର୍ ମଲା ମଡ୍ ମାଙ୍ଗ୍ଲା ।