4 ତାର୍ ପଚେ ପିଲାତ୍ ମୁକିଅ ପୁଜାରିମନ୍କେ ଆରି ତେଇ ରଇଲା ସବୁ ଲକ୍ମନ୍କେ କଇଲା, “ମୁଇ ଏ ଲକ୍ ଦସି ବଲି କାଇ ବୁଲ୍ ଦେକି ନାଇ ।”
ପିଲାତ୍ ବିଚାର୍ନା ଜାଗାଇ ବସି ରଇଲାବେଲେ ତାର୍ ମାଇଜି ଗଟେକ୍ କବର୍ କଇଲା, “କାଇ ଦସ୍ପାପ୍ ନ କଲା ସେ ଲକ୍କେ କାଇଟା କରା ନାଇ । କାଲି ରାତି ସପ୍ନେ ତାର୍ ଲାଗି ମୁଇ ବେସି କସ୍ଟ ପାଇଲି । ”
ତେଇଅନି ପିଲାତ୍ ଆରିତରେକ୍ ଲକ୍ମନ୍କେ ପାଚାର୍ଲା, “କାଇକେ, ସେ କାଇ ଦସ୍ କଲାଆଚେ ଜେ ?” ମାତର୍ ଲକ୍ମନ୍ ଅଦିକ୍ ଅଦିକ୍ ରାଟୁଅଇକରି କଇଲାଇ, “ତାକେ କୁରୁସ୍ କାଟେ ମରାଆ ।”
ତାର୍ପଚେ ପିଲାତ୍ ସେମନ୍କେ ଆଗେ ଦୁଇତର୍ ପାଚାର୍ଲାଟା ଚାଡି ଆରିତରେକ୍ ସମାନ୍ଟାସେ କଇଲା, “କାଇକେ ? ସେ କାଇ ବୁଲ୍ କଲାଆଚେ ଜେ ? ତାର୍ଟାନେ କାଇମିସା ମରନ୍ ପାଇବା ଡଣ୍ଡ୍ ଏତ୍କି ଦସ୍ ମିଲେ ନାଇ । ଏନ୍ତି ବଇଲେ ମିସା ତାକେ କର୍ଡା ମାଡ୍ ମାରି ଚାଡି ଦେବି ।”
ପିଲାତ୍ ଜିସୁକେ କଇଲା “ଏନ୍ତି ବଇଲେ ସତ୍ ବିସଇ କାଇଟା ?” ପଚେ ସେ ଡାଣ୍ଡେ ବାରଇ କରି ଜିଉଦି ନେତାମନ୍କେ କଇଲା, “ଏ ଲକର୍ଟାନେ ଡଣ୍ଡ୍ ଦେବା ଏତ୍କି କାଇ ଦସ୍ ଦେକିନାଇ ।
ମାତର୍ ମୁଇ କଜି ବାର୍କରାଇଲି ଜେ, ଏ ଲକ୍ ମରନ୍ ଡଣ୍ଡ୍ ପାଇବା ଏତ୍କି, କାଇ ଦସ୍ କରେନାଇ । ସେ ନିଜେ ବଡ୍ସାସନ୍କାରିଆକେ ଗୁଆରି କଲାର୍ ପାଇ, ମୁଇ ତାକେ ତେଇ ପାଟାଇବାକେ ଟିକ୍ କଲି ଆଚି ।
ଆମର୍ ଆନିଦାଦିମନର୍ ପର୍ମେସର୍ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ପରମେସର୍ ତାର୍ ସେବାକାରିଆ ଜିସୁକେ ଡାକ୍ପୁଟା କଲାଆଚେ । ମାତର୍ ତମେ ତାକେ ସାସନ୍କାରିଆମନର୍ ଆତେ ସର୍ପିଦେଲାସ୍ । ଏନ୍ତି କି ପିଲାତ୍ ତାକେ ଚାଡିଦେବାକେ ମନ୍କରି ରଇଲେ ମିସା ତାର୍ ମୁଆଟେ ଚାଡ୍ନାଇ ବଲି କଇଲାସ୍ ।
ତେବର୍ପାଇ ଜିସୁ ଅଇଲାନି ଆମର୍ ବଡ୍ ପୁଜାରି । ସେ ଆମର୍ପାଇ ସମାନ୍ ଆଚେ । କାଇକେବଇଲେ ସେ ସୁକଲ୍, ତାର୍ଟାନେ କାଇ ବୁଲ୍, କି ପାପ୍ ନାଇ । ଆମର୍ ପାପିମନର୍ଟାନେଅନି ସେ ପୁରାପୁରୁନ୍ ବିନ୍ଆଚେ । ଆରି ପର୍ମେସର୍ ତାକେ ସରଗ୍ ଜେତ୍କି ଜାଇ ଉଟାଇଆଚେ ।
ମାତର୍ ବେସି ମୁଲିଅ ରଇବା ଜିସୁକିରିସ୍ଟର୍ ବନି, ଜନ୍ଟା ସେ ତାର୍ ମରନେ ରକଇଦେଲା । କାଇ ଦସ୍ କି କାଇ ଅବାବ୍ ନ ରଇବା ମେଣ୍ଡାପିଲା ପାରା ବଲିଅଇଲା ।
ସେ କେବେ ପାପ୍କରି ନ ରଇଲା ଆରି ତାର୍ ଟଣ୍ଡେଅନି ଗଟେକ୍ ମିସା ମିଚ୍କାତା ନ ବାରଇ ରଇଲା ।
କିରିସ୍ଟ ମିସା ଆମର୍ ପାପର୍ଲାଗି ଏକାତରେକ୍ ସବୁଲକର୍ପାଇ ଦୁକ୍କସ୍ଟ ଅଇ ମୁର୍ଚିକରି ମଲା । ସେ ଦରମ୍ ରଇ ପାପ୍କରିରଇବା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ମରିଜାଇରଇଲା । ଲକ୍ମନ୍ ତାର୍ ଗାଗଡ୍ ମରାଇଲାଇ, ମାତର୍ ତାର୍ ଆତ୍ମା ଜିବନ୍ ଅଇଆଚେ ।