3 ସେଟାର୍ ପାଇ ପିଲାତ୍ ଜିସୁକେ ପାଚାର୍ଲା, “ତୁଇ କାଇ ଜିଉଦି ଲକ୍ମନର୍ ରାଜା କି ?” ଜିସୁ ତାକେ କଇଲା, “ତମେତା କଇଲାସ୍ନି ।”
ଜିସୁର୍ ମୁଆଟେ ଦେକି ରମ୍ ରାଇଜର୍ ସାସନ୍କାରିଆ ପିଲାତ ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା କି ?” ଜିସୁ ତାକେ କଇଲା, ତୁଇ ସେଟା କଇଲୁସ୍ନି ।
ସେମନ୍ ଜିସୁକେ କିଜାଇ କରି କଇଲାଇ, “ଏ ଜିଉଦିମନର୍ ରାଜା ତକେ ଜୁଆର୍, ତୁଇ ବେସି ଦିନ୍ ବଁଚ୍ ।”
ପିଲାତ୍ ଜିସୁକେ ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା ?” ଜିସୁ ତାକେ କଇଲା, “ତୁଇ ଜନ୍ଟା ପାଚାର୍ଲୁସ୍ନି, ସେଟା ସତ୍ସେ ।”
“ତମେ ସତଇସେ ଇସ୍ରାଏଲର୍ ରାଜା କିରିସ୍ଟ ଅଇରଇଲେ, କୁର୍ସେ ଅନି ଉତ୍ରି ଆଉ । ସେନ୍ତି ଅଇଲେ ଆମେ ଦେକିକରି ବିସ୍ବାସ୍ କର୍ବୁ ।” ବଲି କଇଲାଇ । ଜନ୍ ଲକ୍ମନ୍କେ ଜିସୁର୍ ସଙ୍ଗ୍ କୁର୍ସେ ଚଗାଇରଇଲାଇ, ସେମନ୍ ମିସା ଜିସୁକେ ନିନ୍ଦା କଲାଇ ।
ସେ କାତା ସୁନି ଗୁଲାଇ ଲକ୍ମନ୍ ଆଉଲିଅଇ ଜିସୁକେ ପାଚାର୍ଲାଇ, “ଏନ୍ତି ବଇଲେ ତୁଇକାଇ ପର୍ମେସରର୍ ପିଲା କି ?” ଜିସୁ ସେମନ୍କେ କଇଲା “ମୁଇସେ ବଲି ତମେ କଇଲାସ୍ନି ।”
ଆରି ତାର୍ କୁର୍ସର୍ ଟିପେ ଏଟା ଜିଉଦିମନର୍ ରାଜା, ବଲି ଲେକି ଅଲାଇଦେଲାଇ ।
ତାର୍ ପଚେ ନିତନିଏଲ୍ ଜିସୁକେ କଇଲା, “ଏ ଗୁରୁ, ତମେ ପର୍ମେସରର୍ ପିଲା ଆରି ଇସ୍ରାଏଲର୍ ରାଜା !”
ତେବେ ରମିୟ ସର୍କାର୍ ପିଲାତ୍, ବାଇରେ ଆସିପାଚାର୍ଲା, “ଏ ଲକର୍ ବିରୁଦେ ତମର୍ କାଇ ଦାବି ଆନିଆଚାସ୍ ?”
ସେମନ୍ ଜିସୁର୍ ଲଗେ ଆସିକରି କଇଲାଇ “ଏ ଜିଉଦିମନର୍ ରାଜା ଜୁଆର୍ ! ତୁଇ ବେସି ବରସ୍ ବଁଚ୍ !” ବଲି ତାକେ ଚାପଡ୍ ଚାପଡ୍ ମାର୍ଲାଇ ।
ପର୍ମେସର୍ ମର୍ ସାକି, ଜେ କି ସବୁକେ ବଁଚ୍ବାକେ ଦେଇସି । ଆରି ଜିସୁକିରିସ୍ଟ ଜେ କି, ପନ୍ତିଅ ପିଲାତ୍ ପାଚାର୍ଲା ବେଲେ ସତ୍ କଇଲା, ଏ ଦୁଇ ଲକର୍ ସାକି ନେଇକରି ମୁଇ ତକେ ତିଆର୍ଲିନି,