ମାତର୍ ପାଉଲ୍ ସନିଅମନ୍କେ କଇଲା, “କାଇମିସା ଅପ୍ରାଦେ ଦସି ଅଇ ନ ରଇଲେ ମିସା, ସେମନ୍ ଆମ୍କେ ଲକ୍ମନର୍ ମୁଆଟେ ମାର୍ଲାଇ । ଆମେ ରମିଅ ଲକ୍, ମାତର୍ ସେମନ୍ ଆମ୍କେ ବନ୍ଦି କଲାଇ । ଏବେ ଆମ୍କେ ଲୁଚ୍ତେ ଚାଡିଦେବାକେ ମନ୍ କଲାଇନି । ଏଟା କର୍ବାକେ ଆମେ ନ ଦେଉଁ । ରମିୟ ଅଦିକାରି ନିଜେ ଆସି ଇତି ଆମ୍କେ ମୁକ୍ଲାଅ ।”