1 ତାର୍ ପଚେ ବିଚାର୍ କର୍ବା ବଡ୍ ସବାର୍ ଜାଗାଇ ବସିରଇଲା ସବୁ ଲକ୍ମନ୍ ଉଟିକରି ଜିସୁକେ ପିଲାତର୍ ଲଗେ ଦାରିଗାଲାଇ ।
ତାର୍ ଆର୍କର୍ ଦିନେ ଜୁଲ୍ପୁଲ୍ ଉଜଲ୍ ବେଲାଇ, ପାର୍ଚିନ୍ମନ୍, ମୁକିଅ ପୁଜାରିମନ୍ ଆରି ସାସ୍ତର୍ ସିକାଇଦେବା ଲକ୍ମନ୍ ଗଟେକ୍ଟାନେ ରୁଣ୍ଡ୍ଲାଇ । ଆରି ଜିସୁକେ ବିଚାର୍ କର୍ବା ବଡ୍ଟା ଜାଗାଇ ନେଲାଇ ।
ଆରି ସେମନ୍ କଇଲାଇ, “ଆମ୍କେ ଆରି କାଇ ସାକି ଦର୍କାର୍ ତା ? ଆମେ ନିଜେ ତାର୍ ଟଣ୍ଡେଅନି ସୁନ୍ଲୁ ଆଚୁ ।”
କାଇକେବଇଲେ ଏ ନଅରେ ଏରଦ୍ ଆରି ପନ୍ତିୟ ପିଲାତ୍ ଇସ୍ରାଏଲିୟମନର୍ ସଙ୍ଗ୍ ଆରି ଜିଉଦି ନ ଅଇରଇବା ଲକର୍ସଙ୍ଗ୍ ମିସି ଜିସୁର୍ ବିରଦେ ଜଜ୍ନା କଲାଇ । ସେ ସେ ତମର୍ ସୁକଲ୍ ଦାଙ୍ଗ୍ଡା ଆରି ତମେ ବାଚ୍ଲା ମସିଅ ।