65 ଆରି କେତେଟା କାତା କଇ ତାକେ ନିନ୍ଦା କଲାଇ ।
ସେବାଟେ ଜାଇତେ ରଇବା ଲକ୍ମନ୍ ମୁଣ୍ଡ୍ ଜୁଲାଇ ଜୁଲାଇ ଜିସୁକେ କିଜାଇ କିଜାଇ କଇଲାଇ,
ଏ କାତା ସୁନି କେତେଟା ସାସ୍ତର୍ ସିକାଉମନ୍ ତାକର୍ ତାକର୍ ବିତ୍ରେ କାତା ଅଇଲାଇ, “ଏ ଲକ୍ କାଇକେ ପର୍ମେସରର୍ ନିନ୍ଦା କଲାନି ?”
“ଆରି ଜେ ପର୍ମେସର୍ ପାଟାଇରଇବା ନର୍ପିଲାର୍ ବିରୁଦେ କଇଲେ, ତାକେ କେମା ଦିଆଅଇସି, ମାତର୍ ଜେ ସୁକଲ୍ ଆତ୍ମାର୍ ବିରୁଦେ କଇସି, ତାକେ କେମା ନ ଦିଆଅଏ ।
କେତେ କେତେ ତର୍ ପାର୍ତନା ଗର୍ମନ୍କେ ସେମନ୍ ବିସ୍ବାସ୍ ଚାଡତ୍ ବଲି ମାର୍ବାକେ ତିଆର୍ଲି, ସେମନର୍ ଉପ୍ରେ ଏତେ ରିସା ଅଇଜାଇରଇଲି ଜେ, ସେମନ୍କେ କସ୍ଟ ଦେବାକେ ବିଦେସେ, ରଇବା ଗଡ୍ମନ୍କେ ମିସା ଜାଇରଇଲି ।”